Tag: IIC Madhusmita Behera

ପୂର୍ବତନ IIC ମଧୁସ୍ମିତା ବେହେରାଙ୍କ ଜରିଆରେ ଲାଞ୍ଚ ଘଟଣାରେ ଜଣେ ସାମ୍ବାଦିକଙ୍କ ସମେତ ୩ ଗିରଫ

ବଡ଼ଚଣା ଥାନାର ପୂର୍ବତନ ଥାନା ଅଧିକାରୀ (IIC) ମଧୁସ୍ମିତା ବେହେରାଙ୍କ ଜରିଆରେ ଲାଞ୍ଚ ଘଟଣାରେ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ସାମ୍ବାଦିକଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଠକେଇର ଶିକାର ଔଷଧ ଦୋକାନୀଙ୍କ ଏତଲା ଆଧାରରେ ଗିରଫ ହୋଇଥିବା…