ଦେଶ PM Modi Launches HPV Vaccination Drive: HPV ଟିକାକରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି February 28, 2026 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଆଜମେରରୁ ୯-୧୪ ବର୍ଷ ବୟସର ବାଳିକାଙ୍କ ପାଇଁ ସର୍ଭାଇକାଲ କ୍ୟାନ୍ସର ଟିକାକରଣ ଶୁଭାରମ୍ଭ କରିଛନ୍ତି । ଏହି ଟିକାକରଣ ଅଭିଯାନ ଦେଶବ୍ୟାପୀ ଚାଲିବ ଏବଂ ପ୍ରଥମ ଡୋଜ ପରେ ପରବର୍ତ୍ତୀ ୩ ଡୋଜ ମଧ୍ୟରେ…