Tag: Home Stay Scheme

ରାଜ୍ୟରେ କାର୍ଯ୍ୟକାରୀ ହେବ ହୋମ୍‌ ଷ୍ଟେ ଯୋଜନା

ପର୍ଯ୍ୟଟକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟରେ ହୋମ୍‌ ଷ୍ଟେ ଯୋଜନା କାର୍ଯ୍ୟକାରୀ କରିବେ ସରକାର । ଏହି ଯୋଜନା ୨୦୨୯-୩୦ ଆର୍ଥିକ ବର୍ଷ ଯାଏଁ କାର୍ଯ୍ୟକାରୀ ହେବ । ଗ୍ରାମୀଣ ଓ କମ୍ ଜଣାଶୁଣା ସ୍ଥାନରେ ହୋମ୍‌ ଷ୍ଟେ ବାସସ୍ଥାନକୁ ପ୍ରୋତ୍ସାହିତ…