ରାଜ୍ୟ ତିନି ଘରୋଇ ବ୍ୟାଙ୍କକୁ ଅଣତାଲିକାଭୁକ୍ତ କଲେ ରାଜ୍ୟ ସରକାର June 21, 2025 Nirvay ତିନିଟି ଘରୋଇ ବ୍ୟାଙ୍କକୁ ଅଣତାଲିକାଭୁକ୍ତ କଲେ ରାଜ୍ୟ ସରକାର । ସରକାରୀ ତାଲିକାରୁ ବାଦ ପଡ଼ିଲେ HDFC, ICICI ଓ AXIS ବ୍ୟାଙ୍କ । ଏଣିକି ଆକ୍ସିସ, ଏଚଡିଏଫସି, ଆଇସିଆଇସିଆଇ ବ୍ୟାଙ୍କ ସହ ସରକାର ଆର୍ଥିକ କାରବାର କରିବେନି । ଏହି…