ରାଜ୍ୟ Govinda Dwadashi: ଆଜି ପବିତ୍ର ଗୋବିନ୍ଦ ଦ୍ୱାଦଶୀ; ପୁରୀରେ ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ February 28, 2026 Nirvay ଆଜି ମହୋଦଧୀରେ ପବିତ୍ର ଗୋବିନ୍ଦ ଦ୍ୱାଦଶୀ ଉତ୍ସବ ପାଳିତ ହେଉଛି । ପୁରୀ ସମୁଦ୍ରତଟରେ ଭକ୍ତମାନେ ବୁଡ ପକାଉଛନ୍ତି । ଏହି ଦିନରେ ସ୍ନାନ କରିଲେ କୋଟି ପୁଣ୍ୟ ମିଳିବାର ବିଶ୍ୱାସ ରହିଛି । ଫାଲଗୁନ ମାସ ଶୁକ୍ଳପକ୍ଷ ଦ୍ଵାଦଶୀରେ ପଡିଥାଏ…