ଦେଶ ରାଜ୍ୟ 15th Finance Commission: ଓଡିଶାକୁ ପଞ୍ଚଦଶ ଅର୍ଥ କମିଶନଙ୍କ ୪୪୪ କୋଟି ଟଙ୍କା ମଞ୍ଜୁର November 3, 2025 Nirvay କେନ୍ଦ୍ର ସରକାର ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଅଧୀନରେ ୪୪୪ କୋଟି ଟଙ୍କାରୁ ଅଧିକ ପ୍ରଦାନ କରିଛନ୍ତି । ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟର ୨୦ଟି ଯୋଗ୍ୟ ଜିଲ୍ଲା ପଞ୍ଚାୟତ (ଜିଲ୍ଲା…