ରାଜ୍ୟ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ବସ୍ ସେବା ହେଲା ସମ୍ପୂର୍ଣ୍ଣ ମାଗଣା September 17, 2025 Nirvay ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଛାତ୍ରଛାତ୍ରୀଙ୍କ ପାଇଁ ବସ୍ରେ ଯିବାଆସିବା କରିବା ହେଲା ସମ୍ପୂର୍ଣ୍ଣ ମାଗଣା । ଆଇଡି କାର୍ଡ ଦେଖାଇ ଓ ୟୁନିଫର୍ମ ପିନ୍ଧି ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ବସ୍ରେ ମାଗଣା ଯାଇପାରିବେ । ଛାତ୍ରଛାତ୍ରୀ ଯାଉଥିବା ରୁଟ୍…