ରାଜ୍ୟ ଏଫଏମ୍ ଛାତ୍ରୀ ମୃତ୍ୟୁ ଘଟଣାରେ ଜଣା ପଡ଼ିଲା କେଉଁଠୁ ଆସିଥିଲା ପେଟ୍ରୋଲ July 19, 2025 Nirvay ବାଲେଶ୍ୱର, ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁର ତନାଘନା କରୁଥିବା କ୍ରାଇମବ୍ରାଞ୍ଚ ଟିମକୁ ମିଳିଛି ନୂଆ ସୁରାକ୍ । ଘଟଣା ଦିନ ପେଟ୍ରୋଲ କେଉଁଠୁ ଆସିଲା, ଏବଂ କିଏ ଆଣିଲା, ସେ ନେଇ କିଛି ସୁରାକ୍ ମିଳିଥିବା କୁହାଯାଉଛି । ବାଲେଶ୍ୱର…