ରାଜନୀତି ରାଜ୍ୟ ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଉଠାଇନେଲା ଇଓଡବ୍ଲୁ September 19, 2025 Nirvay ନିମାପଡ଼ା ଆସନରେ ବିଜେଡିର ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଉଠାଇନେଇଛି । କଟକ ଜିଲ୍ଲାର ବାଦାମବାଡ଼ି ଅଞ୍ଚଳସ୍ଥିତ ତାଙ୍କ ଘରୁ EOW ପଚରାଉଚରା କରି ଓ କାଗଜପତ୍ର ଯାଞ୍ଚ କରିବା ପରେ ଦିଲ୍ଲୀପ ନାୟକଙ୍କୁ ଉଠାଇନେଇଛି…