Tag: Diarrhoea Outbreak

Girl Student Dies Of Diarrhoea: ଝାଡ଼ାବାନ୍ତିରେ ଜଣେ ଛାତ୍ରୀ ମୃତ; ୩୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ମୁନିଗୁଡା ନଳିନୀ ବିଦ୍ୟାମନ୍ଦିର ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ ଲାଗିଛି । ଏହି ଘଟଣାରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଲଗ୍ନା ଉର୍ଲାକା ଝାଡ଼ାବାନ୍ତି ଓ ଜ୍ୱରରେ ମୃତ୍ୟୁ ବରଣ କରିଛନ୍ତି । ସମସ୍ତ ଛାତ୍ରୀଙ୍କ…