Tag: Delhi Polls

ଦିଲ୍ଲୀରେ ୨୭ ବର୍ଷ ପରେ ପୁଣି ବିଜେପି ସରକାର ! କେଜ୍ରିୱାଲଙ୍କ ଶୀଷମହଲ ଭାଙ୍ଗି ଚୁରମାର

ଆଜି, ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ କ୍ଷମତାକୁ ଫେରିବାକୁ ଯାଉଛି । ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ନୂଆଦିଲ୍ଲୀ ଆସନରେ ବିଜେପି ପ୍ରାର୍ଥୀ ପରଭେଶ୍‌ ବର୍ମା ଆଗୁଆ ରହିଛନ୍ତି । ୨୩୮ ଖଣ୍ଡ ଭୋଟ୍‌ରେ ପଛୁଆ ରହିଛନ୍ତି ଅରବିନ୍ଦ କେଜ୍ରିୱାଲ…