ରାଜ୍ୟ Dalda Ghee inside Puri Srimandir: ପୁରୀ ଶ୍ରୀମନ୍ଦିର ଭିତରୁ ଡାଲ୍ଡା ଘିଅ ଜବତ November 3, 2025 Nirvay ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଭିତରୁ ଡାଲ୍ଡା ଘିଅ ଜବତ କରାଯାଇଛି । ଏହି ଘଟଣାରେ ଜନୈକ ମହାସୁଆର ସେବକଙ୍କୁ ପଚରାଉଚରା କରାଯାଉଛି । ଏହି ଘଟଣା ପରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ…