ଦେଶ ରାଜ୍ୟ Cyclone Montha Alert: ଅବପାତରେ ପରିଣତ ହେଲା ଲଘୁଚାପ October 25, 2025 Nirvay ସୃଷ୍ଟି ହେଲା ଅବପାତ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତ ରୂପ ନେଇଛି । ଏହା ଘନୀଭୂତ ହୋଇ କାଲି ଗଭୀର ଅବପାତର ରୂପ ନେବ । ୨୭ ତାରିଖ ସକାଳେ ଏହା ବାତ୍ୟାର ରୂପ…