ରାଜ୍ୟ ବୋଲେରୋରୁ ୧୨ ଶହ ବୋତଲ କଫ ସିରପ୍ ଜବତ, ୩ ଗିରଫ May 26, 2024 Nirvay ବଲାଙ୍ଗିର: ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ କଫ ସିରପ୍ ଭର୍ତ୍ତି ବୋଲେରୋକୁ ଜବତ କଲା ପୋଲିସ । ବଲାଙ୍ଗିର: ସୁଧପଡ଼ା ନିକଟରୁ ୧୨୦୦ ବୋତଲ କଫ ସିରପ୍ ଜବତ । କଟକରୁ ଚାଲାଣ ବେଳେ ଧରିଲା ବଲାଙ୍ଗିର ଟାଉନ୍ ଥାନା ପୋଲିସ…