ରାଜ୍ୟ କର୍ପୋରେଟର୍ଙ୍କୁ ଗିରଫ ଦାବିରେ ବିଏମସି ଅଫିସ୍ ଘେରାଉ ଉଦ୍ୟମ July 30, 2025 Nirvay କର୍ପୋରେଟର୍ଙ୍କୁ ଗିରଫ ଦାବି ନେଇ ବିଏମସି ଅଫିସ୍ ଘେରାଉ । ବିଏମସି ଅଫିସ ଘେରାଉ ଉଦ୍ୟମ କଲେ ୨୯ ନଂ ୱାର୍ଡର ବାସିନ୍ଦା। ୪୪ ନଂ ୱାର୍ଡର ବିଜେଡ଼ି କର୍ପୋରେଟର୍ଙ୍କୁ ଗିରଫ ଦାବି ନେଇ ଅଫିସ୍ ସମ୍ମୁଖରେ ଶତାଧିକ ଲୋକଙ୍କ ପ୍ରତିବାଦ।…