ରାଜ୍ୟ ବିଜେଡି ନେତା ରାଜା ଚକ୍ରଙ୍କୁ ମିଳିଲା ଅନ୍ତରୀଣ ଜାମିନ୍ August 2, 2025 Nirvay ବିଜେଡି ନେତା ରାଜା ଚକ୍ରଙ୍କୁ ସଦର ଥାନାର ଗୋଟିଏ ମାମଲାରେ ମିଳିଲା ଅନ୍ତରୀଣ ଜାମିନ୍ । ଶ୍ୱଶୁରଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ୧୫ ଦିନିଆ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍ ଦେଲେ ଜିଲ୍ଲା ଦୌରାଜଜ୍ । ବାଲେଶ୍ୱର ଜେଲ୍ରେ ରାଜା ଚକ୍ର…