ରାଜ୍ୟ ଚୌଦ୍ୱାର ଜେଲ୍ରୁ ୨ ଅପରାଧୀ ଫେରାର ଘଟଣାରେ ଜେଲରଙ୍କୁ କଣ୍ଟାବାଞ୍ଜି ବଦଳି October 13, 2025 Nirvay କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲରୁ କଏଦୀ ଖସି ପଳାଇବା ଘଟଣାରେ ଚୌଦ୍ୱାରର ଜେଲରଙ୍କ ବଦଳି ହୋଇଛି । ଜରୁରୀ କାଳୀନ ଭିତ୍ତିରେ ଚୌଦ୍ୱାର ଜେଲର ସନ୍ତୋଷିନୀ ଦାଶଙ୍କୁ କଣ୍ଟାବାଞ୍ଜି ସବ୍ଜେଲ୍କୁ ବଦଳି କରାଯାଇଛି । ସେ କଣ୍ଟାବାଞ୍ଜି ଜେଲର ଭାବେ…