ରାଜ୍ୟ ରାଜଧାନୀରୁ ପିଲା ଚୋରି ମାମଲା: ମଲ୍ଟି ଟିମ୍ ଗଠନ କରି ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଡିସିପି April 14, 2025 Nirvay ରାଜଧାନୀରୁ ଦିବ୍ୟାଙ୍ଗ ମହିଳାଙ୍କ ଶିଶୁ ଅପହରଣ ମାମଲାରେ ଏକାଧିକ ଟିମ୍ ଗଠନ କରାଯାଇଛି ଏବଂ ଗୁଇନ୍ଦା ସୂଚନା ଆଧାରରେ ଶିଶୁଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି ବୋଲି ଆଜି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ…