Tag: Cherapahnra

ନନ୍ଦିଘୋଷ ରଥରେ ଛେରାପହଁରା

ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ଛେରାପହଁରା ଆରମ୍ଭ ହୋଇଛି । ଛେରାପହଁରା କଲେ ଗଜପତି ମହାରାଜା । ତାଳଧ୍ୱଜ ରଥ ପରେ ନନ୍ଦିଘୋଷରେ ଛେରାପହଁରା । କିଛି ସମୟରେ ଆରମ୍ଭ ହେବ ରଥଟଣା ।