ରାଜନୀତି ରାଜ୍ୟ Chandbali Shame: ଚାନ୍ଦବାଲି ଦିବଙ୍ଗତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦାବି କଲେ ଭକ୍ତ ଦାସ December 27, 2025 Nirvay ପିସିସି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଏବଂ ପିସିସିର ଏକ ବୃହତ ପ୍ରତିନିଧି ଦଳ ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ପୀଡ଼ିତାଙ୍କ ଆତ୍ମୀୟ ସ୍ୱଜନଙ୍କ ସହିତ ସାକ୍ଷାତ କରିବା ସହ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କୁ କଂଗ୍ରେସ ଦଳ ପକ୍ଷରୁ ଦାବି ଜଣାଇଥିଲେ…