ରାଜ୍ୟ Budget Session Of Odisha Assembly: ଫେବୃଆରୀ ୧୭ରୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ January 30, 2026 Nirvay ଚଳିତ ବର୍ଷ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ । ଏହି ବଜେଟ ଅଧିବେଶନ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ । ପ୍ରଥମ ଦିନରେ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି ବିଧାନସଭାରେ ଅଭିଭାଷଣ ରଖିବେ…