ରାଜ୍ୟ ଭୁବନେଶ୍ୱରରେ ବ୍ରାଉନସୁଗାର ବେପାରୀକୁ ଏନ୍କାଉଣ୍ଟର୍ April 11, 2025 Nirvay ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ପୋଖରୀପୁଟରୁ ଖଣ୍ଡଗିରିକୁ ଯାଉଥିବା ବେଳେ ବ୍ରାଉନସୁଗାର ବେପାରୀ ଶେଖ୍ ଜାମସେଦ୍କୁ ଏନ୍କାଉଣ୍ଟର୍ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଏନ୍କାଉଣ୍ଟର୍ରେ ନିଶା ମାଫିଆ ଶେଖ୍ ଜାମସେଦ୍ର ଗୋଡ଼ରେ ଦୁଇଟି ଗୁଳି ବାଜିିଛି । ଗୁରୁତର ଅବସ୍ଥାରେ ଜାମସେଦ୍କୁ…