Tag: Biometric Aadhaar Authentication

LPG e-KYC: LPG ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣର ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଦେଶରେ ଦେଖାଦେଇଛି ଗ୍ୟାସ୍ ସଙ୍କଟ । ଏହାରି ଭିତରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ, ଏଲପିଜି ଗ୍ରାହକଙ୍କ ପାଇଁ ଆଧାର ଆଧାରିତ ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣ (e-KYC) ପୂରଣ କରିବା ବାଧ୍ୟତାମୂଳକ ହୋଇଛି । ତେବେ…