Tag: Bhubaneswar O-Hub

ଖୋଲୁଛି ଓ-ହବ୍‌ କେଲେଙ୍କାରୀର ଗୁମର

ଭୁବନେଶ୍ୱରସ୍ଥିତ ଓ-ହବ୍‌ ରେ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ତଦାରଖ। ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। ଓଡ଼ିଆ ଉଦ୍ୟୋଗୀଙ୍କୁ ଜାଗା ମିଳୁନଥିବା ଅଭିଯୋଗ ହେବା ପରେ ପହଞ୍ଚିଲେ ମନ୍ତ୍ରୀ। ଓଡ଼ିଶାରେ ଥାଇ ବି ଓଡ଼ିଆ ଉଦ୍ୟୋଗୀଙ୍କୁ ଜାଗା ମିଳୁନଥିଲା। ସେଠାରେ…