Tag: Bhadrak Schools

ବର୍ଷା ପାଇଁ ଭଦ୍ରକରେ ସମସ୍ତ ସ୍କୁଲ ବନ୍ଦ

ରାଜ୍ୟରେ ଜାରି ରହିଛି ବର୍ଷା। ଲଗାଣ ବର୍ଷା ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ୍ ବନ୍ଦ । ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍‌ରେ ଦିନକ ପାଇଁ ସ୍କୁଲ୍‌ ଛୁଟି । ତିହିଡ଼ି, ଧାମନଗର,ବାସୁଦେବପୁର, ଚାନ୍ଦବାଲି ବ୍ଲକରେ ସ୍କୁଲ୍ ରଖିବାକୁ ଜିଲ୍ଲପାଳଙ୍କ ଘୋଷଣା…