Tag: Atanu Sabyasachi Nayak

Did Atanu Sabotage BJD: ମହାକାଳପଡ଼ାରେ ବୈଜୟନ୍ତ ଅଧିକ ଭୋଟ ପାଇଲେ କିପରି? ଷଡ଼ଯନ୍ତ୍ରକାରୀ ଥିଲେ କି ଅତନୁ?

ନିର୍ଭୟ ମିଡିଆ, ଭୁବନେଶ୍ୱର/କେନ୍ଦ୍ରାପଡ଼ା: ପୂର୍ବ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପାଗଳ ବୋଲି ଛିଗୁଲେଇଥିଲେ ବିଜୁ ଜନତା ଦଳର କେତେ ଜଣ ବିଧାୟକ । ଜୟନାରାୟଣ ଯେଉଁ ୫ଟି ଏବଂ ଶ୍ରଦ୍ଧା ପ୍ରସଙ୍ଗ ଉଠାଇଥିଲେ ତାହା ସରକାର ବିଶେଷ…