ରାଜ୍ୟ ଜେରା ବେଳେ ଅସ୍ତରଙ୍ଗ ଥାନା ଅଧିକାରୀ ଫେରାର୍; ନିଲମ୍ବିତ କଲେ ପୋଲିସ ଡିଜି August 16, 2025 Nirvay ନିଲମ୍ବିତ ହେଲେ ଅସ୍ତରଙ୍ଗ ଥାନା ଭାରପ୍ରାପ୍ତ ଅଧିକାରୀ ରାଜେଶ ବଳିଆରସିଂହ । ଜୟପୁର SI ଥିବାବେଳେ କାର୍ଯ୍ୟରେ ଅବହେଳା କରିଥିବା ନେଇ ପୋଲିସ ଡିଜି ଏପରି ଆକ୍ସନ ନେଇଥିବା ଜଣାପଡିଛି । ସେପଟେ ଜେରା ବେଳେ ଅସ୍ତରଙ୍ଗ ଆଇଆଇସି ରାଜେଶ ବଳିଆରସିଂ…