ରାଜ୍ୟ କଳା ହିଁ ଜୀବନ: ଦୃଢ଼ ଇଛାଶକ୍ତି ବଳରେ ବଳୀୟାନ ଶ୍ବେତପଦ୍ମା July 17, 2024 Subhasmita Nayak ଇଛାଶକ୍ତି ଆଗରେ ହାରମାନିଛି ଶାରୀରିକ ଅସୁସ୍ଥତା। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କେନ୍ଦୁଝର ଜିଲ୍ଲା ବ୍ରାହ୍ମଣୀ ଗାଁରେ ଜନ୍ମିତ ଶ୍ଵେତପଦ୍ମା ମିଶ୍ର। ସେ ଦୂରାରୋଗ୍ୟ ସ୍ନାୟବିକ ରୋଗରେ ପୀଡିତ। ବାପା-ମା’, ସାନ ଭାଇ, ଭାଉଜ ଓ ଜେଜେ ମା’ଙ୍କୁ ନେଇ…