Tag: Aparajita Mohanty

୨୦ ବର୍ଷର ହାଟ ସମସ୍ୟାର ସମାଧନ; ନୂଆ ରୂପ ନେବ ସହିଦ ନଗର ହାଟ

୨୦ ବର୍ଷର ହାଟ ସମସ୍ୟା ଦୁଇ ମାସରେ ସମାଧନ ହୋଇଛି । ଭୁବନେଶ୍ୱରସ୍ଥିତ ସହିଦ ନଗର ହାଟ ପାଇଁ ହସ୍ତାନ୍ତର ହୋଇଛି ଜମି । ଏହାସହ ଉନ୍ନତିକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ମଧ୍ୟ ମିଳିଛି ଦାୟିତ୍ଵ । ଆଜି ମୁଖ୍ୟମନ୍ତ୍ରୀ…