ରାଜ୍ୟ ୨୧ରେ ସର୍ବଦଳୀୟ ବୈଠକ July 19, 2024 Nirvay ଆସନ୍ତା ୨୧ ତାରିଖରେ ସର୍ବଦଳୀୟ ବୈଠକ ବସିବ । ୨୩ ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ । ଏହାପରେ ୨୪ ତାରିଖରେ ନିର୍ବାଚନ ହେବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବିଧାନସଭା ସୁରୁଖୁରରେ ଚଳାଇବା…