ରାଜ୍ୟ ପୂର୍ବତନ AG ଅଶୋକ ପରିଜାଙ୍କ ବିରୋଧରେ ଅଭିଯୋଗ July 29, 2025 Nirvay ଓଡ଼ିଶାର ପୂର୍ବତନ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ବିରୋଧରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆରେ ଆଇନଜୀବୀ ଅଭିଯୋଗ କରିଛନ୍ତି । AG ଥିବା ସମୟରେ ସେ ଅନୈତିକ କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ । ଗୋଟିଏ ମାମଲାରେ ଉଭୟ ପକ୍ଷରୁ…