ରାଜ୍ୟ ରାଜ୍ୟରେ ଖୋଲିବ ୩ଟି ନୂଆ ଭିଜିଲାନ୍ସ କୋର୍ଟ, ୮ଟି ଏଡିଜେ କୋର୍ଟ August 4, 2025 Nirvay ଓଡ଼ିଶା ସରକାରଙ୍କ ଆଇନ ବିଭାଗ ରାଜ୍ୟରେ ୮ଟି ନୂଆ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ଏଡିଜେ) କୋର୍ଟ ଏବଂ ୩ଟି ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ଜାରି କରିଛି । ବିଜ୍ଞପ୍ତି ଅନୁଯାୟୀ, ନୂଆ ଏଡିଜେ କୋର୍ଟଗୁଡ଼ିକ ବାଙ୍କୀ,…