Tag: Adap Mandap Incident. Law Minister

ଆଡ଼ପ ମଣ୍ଡପ ଅଘଟଣ: ରିପୋର୍ଟ ଦେଲେ ଆଇନମନ୍ତ୍ରୀ

କାଲି ଆଡ଼ପ ପହଣ୍ଡି ବିଜେ ବେଳେ ବଡ଼ ଅଘଟଣ ଘଟିଥିଲା। ଝୁଙ୍କି ପଡ଼ିଥିଲେ ପ୍ରଭୁ ବଳଭଦ୍ର। ଏହି ଅଘଟଣ ପରେ ତୁରନ୍ତ ସ୍ଥିତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବାକୁ ଆଇନମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘଟଣାର…