ଆଡ଼ପ ବିଜେ ଅଘଟଣ: ତାରା ବାହିନୀପତିଙ୍କ ପ୍ରତିକ୍ରିୟା
କାଲି ଶ୍ରୀଜୀଉଙ୍କ ଆଡ଼ପ ବିଜେ ସମୟରେ ବଡ଼ଠାକୁର ଛାତ୍ରମାଲ୍ରୁ ପଡିଯାଇଥିଲେ। ଏହି ଘଟଣାରେ ଆଜି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ଘଟଣାକୁ ରାଜ୍ୟ ସରକାର ସାମାନ୍ୟ କହିବା ଅତ୍ୟନ୍ତ ନିନ୍ଦନୀୟ। ରାଜ୍ୟ ସରକାରଙ୍କ ପାଇଁ ଘଟଣା ସାମାନ୍ୟ ହୋଇପାରେ,…