ଖେଳ ଦେଶ Abhishek Sharma Hospitalised: ଅଭିଷେକ ଶର୍ମା ଅସୁସ୍ଥ, ପେଟ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି February 11, 2026 Nirvay ଟି-୨୦ ବିଶ୍ୱକପ୍ ମଧ୍ୟରେ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି । ଭାରତୀୟ କ୍ରିକେଟ ଟିମର ଓପନର ଅଭିଷେକ ଶର୍ମା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ପେଟ ଯନ୍ତ୍ରଣା ଏବଂ ସଂକ୍ରମଣ ଯୋଗୁଁ ଚିକିତ୍ସିତ ହେଉଛନ୍ତି । ବିସିସିଆଇ…