ରାଜ୍ୟ ତେଜିଲା ବାଲେଶ୍ୱରକୁ ମହାନଗର ନିଗମ କରିବା ଦାବି July 5, 2025 Nirvay ପୁରୀ ଜଗନ୍ନାଥ ଧାମ ମହାନଗର ନିଗମ ହେବ ବୋଲି ମୁଖ୍ୟମନ୍ତ୍ରୀ ଗତକାଲି ଘୋଷଣା କରିବା ପରେ ବାଲେଶ୍ୱରକୁ ମହାନଗର ନିଗମ ଘୋଷଣା ଦାବି ଜୋର ଧରିଛି ।ଏନେଇ ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଦାସ ଦାବି କରିଛନ୍ତି ।…
ରାଜ୍ୟ ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ନବୀନ ପଟ୍ଟନାୟକ July 5, 2025 Nirvay ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ସର୍ଭାଇକାଲ ଆର୍ଥ୍ରାଇଟିସର ସଫଳ ଅପରେସନ ପରେ ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ଆଜି ସେ ହସ୍ପିଟାଲରୁ ଡିସଚାର୍ଜ…
ଦେଶ ବିଶ୍ୱ ରାଜ୍ୟ ମାଲିରେ ଓଡ଼ିଆ ଯୁବକଙ୍କୁ ଅପହରଣ ଘଟଣା: ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି July 5, 2025 Nirvay ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପୃହତ ୩ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ଜଣେ ଓଡ଼ିଆ ରହିଥିବା ସୂଚନା ମିଳିଛି । ଅପହୃତ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ ବୋଲି ଜଣା ପଡିଛି ।…
ରାଜ୍ୟ ଆଜି ବାହୁଡା ଯାତ୍ରା, ସରିଲା ପହଣ୍ଡି, ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି July 5, 2025 Nirvay ଆଜି ପବିତ୍ର ବାହୁଡ଼ା ଯାତ୍ରାରେ ଜନ୍ମବେଦିରେ ୯ ଦିନ ଲୀଳାଖେଳା ସାରି ଭଉଣୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଥୀରେ ଧରି ପୁଣି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିଆସିବେ ମହାବାହୁ । ଜନ୍ମବେଦୀରୁ ବାହାରି ଧାଡ଼ି ପହଣ୍ଡିରେ ଆସି ଶରଧାବାଲିରେ ପ୍ରସ୍ତୁତ…
ରାଜ୍ୟ ବାଟରେ ଖରାପ ହେଲା ୧୦୮ ଆମ୍ବୁଲାନ୍ସ, ଚାଲିଗଲା ଜୀବନ July 4, 2025 Nirvay ଗଞ୍ଜାମ ଜିଲ୍ଲାରେ ହୃଦୟ ବିଦାରକ ଦୃଶ୍ୟ । ଗଞ୍ଜାମ ଜିଲ୍ଲା, ଖଲ୍ଲିକୋଟ, ବିରିପୁରର ୧୯ ବର୍ଷୀୟ ଶଙ୍କର ମହାରଣା କାଲି ଘର ପାଖରେ କ୍ରିକେଟ୍ ଖେଳ ଦେଖୁଥିବା ବେଳେ, ପେଟରେ ଜୋରରେ ବଲ ବାଜିଥିଲା । ଶଙ୍କରକୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ…
ତାଜା ଖବର ରାଜନୀତି ରାଜ୍ୟ ନାରୀ ସମାଜର ସମ୍ମାନ ରକ୍ଷା ପାଇଁ ଲଢ଼େଇ ଜାରି ରହିବ: ବିଜେଡି July 4, 2025 Papirani ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯେଭଳି ବିଜେଡିର ମୁଖପାତ୍ର ତଥା ବାଲେଶ୍ଵର ସାଂସଦ ପ୍ରାର୍ଥୀ ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଗଣମାଧ୍ୟମ ସମ୍ମୁଖରେ ବ୍ୟକ୍ତିଗତ ଆକ୍ଷେପ କରି ତାଙ୍କ ଚରିତ୍ର ଉପରେ ଅରୁଚିକର ଟିପ୍ପଣୀ ଦେଇଥିଲେ, ଯାହା ଓଡ଼ିଶାର ସମସ୍ତ ନାରୀ ସମାଜ…
ତାଜା ଖବର ରାଜନୀତି ରାଜ୍ୟ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି July 4, 2025 Papirani ଦୀର୍ଘଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।ଖୁବ୍ ଶୀଘ୍ର ରାଜ୍ୟ ଭାରତୀୟ ଜନତା ପାର୍ଟୀକୁ ମିଳିବ ନୂତନ ମଙ୍ଗୁଆଳ । ଏଥିପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁଲାଇ ମାସ ୮ ତାରିଖରେ ରାଜ୍ୟ ବିଜେପି…
ତାଜା ଖବର ରାଜ୍ୟ ପୁରୀରେ ହେବ ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ଗ୍ରନ୍ଥାଗାର ଏବଂ ଜଗନ୍ନାଥ ସଂସ୍କୃତି ଗବେଷଣା କେନ୍ଦ୍ର July 4, 2025 Papirani ଲୀଳାମୟ ପ୍ରଭୁଙ୍କ ନବଦିନ ବ୍ୟାପୀ ଘୋଷଯାତ୍ରା ଜାରି ରହିଛି। ଠାକୁର ବାହୁଡିବା ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି। ସେବକ, ସେବାୟତ, କର୍ମଚାରୀ, ଅଧିକାରୀ ଏହି ବାହୁଡା ଯାତ୍ରାକୁ ସୁନ୍ଦର ସାବଲୀଳ କରିବା ପାଇଁ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ସମର୍ପଣ ଭାବ ନେଇ…
ତାଜା ଖବର ରାଜ୍ୟ ପୁରୀ ହେବ ମହାନଗର ନିଗମ July 4, 2025 Papirani ପୁରୀ ପୌରପାଳିକାକୁ ମହାନଗର ନିଗମ କରାଯିବ ନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ପୁରୀ ସହରକୁ ନୂଆ ଢାଞ୍ଚାର ଆବଶ୍ୟକତା ରହିଛି ।କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି…
ତାଜା ଖବର ରାଜ୍ୟ ତେଲେଙ୍ଗାନାର ବିସ୍ଫୋରଣ: ମୃତ ଓଡ଼ିଆଙ୍କ ପରିବାର ପାଇଁ ୧୦ ଲକ୍ଷ ଆର୍ଥିକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ July 4, 2025 Papirani ତେଲେଙ୍ଗାନାର ଏକ କାରଖାନାରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ବ୍ୟକ୍ତିମାନଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା…