Author:

ନାଟୁ ନାଟୁକୁ ଓସ୍କାର

ଏକ ନୂଆ ରେକର୍ଡ ସୃଷ୍ଟି କଲା ଏସଏସ ରାଜାମୌଲୀଙ୍କ ଫିଲ୍ଲ ଆରଆରଆର । ବେଷ୍ଟ ଓରିଜିନାଲ ସଙ୍ଗ୍‌ ବର୍ଗରେ ଫିଲ୍ମ ଆରଆରଆରର ଗୀତ ନାଟୁ-ନାଟୁକୁ ମିଳିଛି ଓସ୍କାର ସମ୍ମାନ । ସୂଚନାଯୋଗ୍ୟ ଯେ, ୯୫ତମ ଏକାଡେମୀ ଆୱାର୍ଡ/ଓସ୍କାର ବିଜେତାର ଘୋଷଣା ହୋଇଯାଇଛି…

‘ପ୍ରୋଜେକ୍ଟ କେ’ ସୁଟିଂ ସମୟରେ ବିଗ ବି ଆହତ

ବିଗ ବିଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର । ହାଇଦ୍ରାବାଦ୍‌ରେ ପ୍ରୋଜେକ୍ଟ କେ ର ସୁଟିଂ ସମୟରେ ଆହତ ହୋଇଛନ୍ତି ଅମିତାଭ । ଆକ୍ସନ ସିନ୍‌ ସମୟରେ ତାଙ୍କ ପଞ୍ଜରା ହାଡରେ ଲାଗିଛି ଆଘାତ । ଯେଉଁ କାରଣରୁ ସୁଟିଂ ବାତିଲ…

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟାଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା।

ଗତକାଲି ଉଭୟu ନିର୍ବନ୍ଧ ସମ୍ପନ୍ନ ହୋଇଛି। ଅନନ୍ୟାଙ୍କ ସମ୍ବଲପୁର ସ୍ଥିତ ବାସଭବନରେ ପାରମ୍ପରିକ ରୀତିନୀତିରେ ହୋଇଛି ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହା ଉଭୟଙ୍କର ଦ୍ୱିତୀୟ ବିବାହ ହେବ। G[òùe KòQò ^òKUZe a§ê C_iÚòZ [òùf û Gjû @ûMeê…

ନବ ହତ୍ୟାକାଣ୍ଡ : ପ୍ରଦୀପଙ୍କ ଆଲୋଡନକାରୀ ମନ୍ତବ୍ୟ, ‘ଷଡ଼ଯନ୍ତ୍ର ପଛରେ ମୁଖ୍ୟମନ୍ତ୍ରୀ ଚଉକି ଆଶା’

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ନବ ଦାସଙ୍କ ମୃତ୍ୟୁକୁ ୧୧ ଦିନ ବିତିଗଲାଣି । ହେଲେ କ୍ରାଇମ୍‌ବ୍ରାଞ୍ଚ ଘଟଣାର ମୂଳରେ ପହଞ୍ଚିପାରିନାହିଁ । ଘଟଣାର ମୋଡ଼ ବଦଳାଇବା ପାଇଁ ନିୟମିତ ଉଦ୍ୟମ ହେଉଛି । ତେବେ ନବଙ୍କୁ ହତ୍ୟା କରିବା…

ତୁର୍କୀ-ସିରିୟା ଭୂମିକମ୍ପ, ଧ୍ୱଂସସ୍ତୂପ ତଳୁ ଖୋଜା ଚାଲିଛି ମୃତାହତଙ୍କୁ

ଏଜେନ୍ସୀ : ଅଙ୍କାରା : ତୁର୍କୀ ଏବଂ ସିରିୟାରେ ସୋମବାର ହୋଇଥିବା ଭୂକମ୍ପରେ ମୃତକଙ୍କ ସଂଖ୍ୟା ୫,୧୫୧ରେ ପହଞ୍ଚି ଯାଇଛି । ଏବେ ବି ହଜାର ହଜାର ଲୋକ ନିଖୋଜ ଅଛନ୍ତି । ଏସବୁ ମଧ୍ୟରେ ତୁର୍କୀର ରିସେପ ତାଇପ ଏର୍ଡୋଗାନ…

ପୁଣି ବଢ଼ିଲା ରେପୋ ରେଟ୍‌

ଏଜେନ୍ସୀ : ନୂଆଦିଲ୍ଲୀ ସାଧାରଣ ଲୋକଙ୍କୁ ଝଟ୍‌କା । ପୁଣି ବଢ଼ିଲା ରେପୋ ରେଟ୍‌ । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ରେପୋ ରେଟ୍‌ରେ ୨୫ ବେସିସ୍‌ ପଏଣ୍ଟ ତଥା ୦.୨୫ ପ୍ରତିଶତ ବୃଦ୍ଧି କରିଛି । ଏନେଇ ଆର୍‌ବିଆଇ ଗଭର୍ଣ୍ଣର…

କଂଗ୍ରେସରେ ଯୋଗ ଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ !

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସ ଦଳରେ ଯୋଗ ଦେବେ ବୋଲି ସୂଚନା ରହିଛି । ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ…

ଦିଲ୍ଲୀ ମଦ ନୀତି ମାମଲା : କେସିଆର୍‌ଙ୍କ ଝିଅଙ୍କର ପୂର୍ବତନ ଅଡିଟର୍‌ଙ୍କୁ ଗିରଫ କଲା ସିବିଆଇ

ଏଜେନ୍ସୀ : ନୂଆଦିଲ୍ଲୀ : କେସିଆର୍‌ଙ୍କ ଝିଅ କେ. କବିତାଙ୍କ ଅଧୀନରେ ଚାକିରି କରୁଥିବା ତେଲେଙ୍ଗାନାର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କୁ ସିବିଆଇ ଗିରଫ କରିଛି । ଏହି ମାମଲାରେ ସାଉଥ୍‌ଗ୍ରୁପ୍‌ର କେ. କବିତାଙ୍କ ପୂର୍ବତନ ଅଡିଟର୍‌ ବୁତ୍‌ଚି ବାବୁ ପ୍ରତିନିଧିତ୍ୱ କରୁଥିଲେ…

ଆଖି ବୁଜିଲା ଚିକିତ୍ସାଧୀନ ମାଈ ହାତୀ

ନିର୍ଭୟ ମିଡ଼ିଆ : ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ଅଧିନ ଲେଙ୍ଗେଡ଼ା ଗାଁ ନିକଟ ଜଙ୍ଗଲରେ ଚିକିତ୍ସାଧୀନ ଥିବା ମାଈ ହାତୀର ମୃତ୍ୟୁ ଘଟିଛି । ହାତୀଟିର ବୟସ ୧୫ ବର୍ଷ ହେବ ବୋଲି…

ଆଜି ୪ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ

ନିର୍ଭୟ ମିଡ଼ିଆ : ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରମାନଙ୍କ…