Author: Subhasmita Nayak

ରଥାରୂଢ଼ ଠାକୁରଙ୍କ ଦର୍ଶନ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ବଡ଼ ଦେଉଳରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ସମସ୍ତ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ୩ ଠାକୁର। ଏହି ସମୟରେ ରଥାରୂଢ଼ ତିନି ଠାକୁରଙ୍କ ଦର୍ଶନ କଲେ ପୁରୀ ଗୋବର୍ଦ୍ଧନ ପୀଠର…

କାଳିଆର ପହଣ୍ଡି ବିଜେ; ଝୁଲି ଝୁଲି ଆସୁଛନ୍ତି କଳାଠାକୁର

ଆରମ୍ଭ ହୋଇଛି କାଳିଆର ପହଣ୍ଡି ବିଜେ। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ପଛରେ ଝୁଲି ଝୁଲି ଆସୁଛନ୍ତି କଳା ଠାକୁର । ମହାବାହୁ ଶ୍ରୀଜଗନ୍ନାଥଙ୍କୁ ଦେଖି ଭାବବିହ୍ୱଳ ହେଲେ ଭକ୍ତ। ରଥରେ ତିନି ଦିଅଁଙ୍କୁ ଦେଖିବାକୁ ଚାହିଁ ରହିଥାନ୍ତି ଭକ୍ତ। ଆଜି…

ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ

ଚକ୍ରରାଜ ସୁଦର୍ଶନ ଓ ପ୍ରଭୁ ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଛି। ପଛରେ ଝୁଲି ଝୁଲି ଆସୁଛନ୍ତି ମହାବାହୁ ଶ୍ରୀଜଗନ୍ନାଥ। ଅପେକ୍ଷାରତ ଶ୍ରଦ୍ଧାଳୁ।

ରଥାରୂଢ଼ ପ୍ରଭୁ ବଳଭଦ୍ର

ଚକ୍ରରାଜ ସୁଦର୍ଶନଙ୍କ ପରେ ରଥାରୂଢ଼ ହେଲେ ପ୍ରଭୁ ବଳଭଦ୍ର। ଭାବବିହ୍ୱଳ ହୋଇଛନ୍ତି ଭକ୍ତ। ସବୁ ଅପେକ୍ଷାର ଅନ୍ତ ଘଟିଛି। ରଥଯାତ୍ରାରେ ସାମିଲ ହେବାର ସୌଭାଗ୍ୟ ପାଇ ଭକ୍ତ ଆଜି ଧନ୍ୟ।

ରଥକୁ ବିଜେ ହେଲେ ଚକ୍ରରାଜ ସୁଦର୍ଶନ

ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ଭକ୍ତ । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ ଅପେକ୍ଷା କରିଛି ତିନି ଠାକୁରଙ୍କୁ । ବଢୁଛି ଭକ୍ତଙ୍କ ଲାଗିଲାଣି ଗହଳି। ମହାପ୍ରଭୁଙ୍କୁ ଦର୍ଶନ କରିବେ ଶହ…

ପୁରୀ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି

ପୁରୀ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ।ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟରରେ ଯାଇ ପୁରୀ ତାଳବଣିଆଠାରେ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ଯାଇ ବଡ଼ଦାଣ୍ଡରେ ପହଞ୍ଚିବେ। ଏଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଶ୍ରୀମନ୍ଦିରର ସିଂହଦ୍ବାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ

ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରର ସିଂହଦ୍ୱାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ। ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରା କରିବେ। ଭକ୍ତଜନଙ୍କୁ ଉଦ୍ଧାରିବା ପାଇଁ ରତ୍ନଦେବି ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ…

୨୨ରୁ ସପ୍ତଦଶ ବିଧାନସଭା ଅଧିବେଶନ

ଆସନ୍ତା ୨୨ ତାରିଖରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବ। ୨୫ ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌। ଏହା ମଧ୍ୟରେ ଅଗଷ୍ଟ ୧ରୁ ୧୯…

୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ ଦିନିଆ ଓଡ଼ିଶା ଗସ୍ତ ସୂଚୀ ଚୂଡ଼ାନ୍ତ ହୋଇଛି। ୬ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଏକାଧିକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି। ଜୁଲାଇ ୬ ତାରିଖରେ ଭୁବନେଶ୍ୱରସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ…

ମୁଖ୍ୟମନ୍ତ୍ରୀ-ସଚିବ ବୈଠକ: ନିର୍ବାଚନ ପ୍ରତିଶୃତି ପାଳନ ଉପରେ ଗୁରୁତ୍ବ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଖାରବେଳ ଭବନଠାରେ ସମସ୍ତ ସଚିବମାନଙ୍କ ସହ ବୈଠକରେ ଯୋଗଦେଇ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିର୍ବାଚନ ପ୍ରତିଶୃତି ପାଳନ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…