Author: Subhasmita Nayak

ରତ୍ନଭଣ୍ଡାର ତଦାରଖ କରିବ ଏଏସଆଇର ଉଚ୍ଚସ୍ତରୀୟ ଟିମ

ରତ୍ନଭଣ୍ଡାର ବାବଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାର ଯାଞ୍ଚ ଓ ଗଣତି ମଣତି ହେବ ବୋଲି କହିଲେ ଧର୍ମେନ୍ଦ୍ର। ଓଡ଼ିଶା ସରକାର ନିଶ୍ଚିତ ରତ୍ନଗଣତି କରିବେ। ଏ ନେଇ ଏଏସଆଇ ଟିମକୁ ଆସିବାକୁ ରାଜ୍ୟ ସରକାର ଅନୁରୋଧ କରି…

ସକ୍ରିୟ ବିରୋଧୀ ଦଳ ଗଣତନ୍ତ୍ରର ଶ୍ରେଷ୍ଠ ସୁରକ୍ଷାକାରୀ

ବିଜେଡିର ନବନିର୍ବାଚିତ ବିଧାୟକଙ୍କ ଦିନିକିଆ ପ୍ରଶିକ୍ଷଣ ଶିବିର ଶଙ୍ଖ ଭବନରେ ଆଜି ଆରମ୍ଭ ହୋଇଛି। ନବନିର୍ବାଚିତ ବିଧାୟକଙ୍କ ସହ ସମସ୍ତ ପୂର୍ବତନ ବିଧାୟକ ଓ ସାଂସଦମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଆଜି ପୂର୍ବାହ୍ନରେ କାର୍ଯ୍ୟକ୍ରମ ଉଦଘାଟନ କରି ବିରୋଧୀ ଦଳ…

କୋଲକାତା ଲଜ୍ଜା; ଅଭିଯୁକ୍ତ ସଞ୍ଜୟର ପଲିଗ୍ରାଫ ଟେଷ୍ଟ ଆରମ୍ଭ

କୋଲକାତା ଆରଜି ମେଡିକାଲ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ସଞ୍ଜୟ ରୟର ପଲିଗ୍ରାଫ ଟେଷ୍ଟ ଆରମ୍ଭ ହୋଇଛି। କୋଲକାତାର ପ୍ରେସିଡେନ୍ସି ଜେଲରେ ଚାଲିଛି ପଲିଗ୍ରାଫ ଟେଷ୍ଟ। ସିବିଆଇର CSFL ଟିମ୍‌ ପଲିଗ୍ରାଫ୍‌ ଟେଷ୍ଟ ସଞ୍ଜୟର କରୁଛି। ଏହି…

ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର; ଗୁରୁମନ୍ତ୍ର ଦେଲେ ନବୀନ

ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଗୃହରେ ହୋଇଥିବା ପ୍ରଶିକ୍ଷଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା, ଏହା ମୁଖ୍ୟମନ୍ତ୍ରୀଙ୍କୁ ପ୍ରକୃତ ସମ୍ମାନ ଦେଇନଥିଲା। ତେଣୁ…

୨୦୨୫ ଫେବୃଆରୀରେ ମହାକାଶରୁ ଫେରିବେ ସୁନୀତା

୨୦୨୫ରେ ଫେବ୍ରୁଆରୀ ୨୫ରେ ମହାକାଶରୁ ଫେରିବେ ସୁନୀତା ଓ ବୁଚ୍ ବ୍ଲିମୋର। ୨ ମହାକାଶଚାରୀଙ୍କ ଫେରିବା ନେଇ ନାସା ସୂଚନା ଦେଇଛି। ମହାକାଶରୁ ବର୍ତ୍ତମାନ ଉଭୟଙ୍କୁ ଫେରାଇ ଆଣିବା ଅଧିକ ବିପଦ ବୋଲି ନାସା କହିଛି। ଉଭୟଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ…

ବିଲକୁ ଖସିଲା ବସ; ୧୫ ଯାତ୍ରୀ ଆହତ

ଭାରସାମ୍ୟ ହରାଇ ବିଲକୁ ଖସିପଡିଲା ଯାତ୍ରୀବାହୀ ବସ୍। ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପୁରୀରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଯାଉଥିଲା ବେଳେ ପୁରୀ ଜିଲ୍ଲା ମଲ୍ଲିକାଶୁଣୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନଙ୍କୁ ମେଡିକାଲରେ ଭର୍ତ୍ତି…

ସିବିଆଇ ସ୍କାନରରେ ସନ୍ଦୀପ ଘୋଷ

କୋଲକାତା ଆରଜି କର ମେଡିକାଲ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘାଣ୍ଟୁଛି ସିବିଆଇ। ସେହି ଘଟଣାର ତଦନ୍ତ ବେଳେ ଆର୍ଥିକ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ଏବେ ସିବିଆଇ ସ୍କାନରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର…

ମା’ମାନଙ୍କୁ ବିଜେପିର ଗ୍ୟାରେଣ୍ଟି ଧୂଆଁବାଣ: ନବୀନ

ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ‘ଗ୍ୟାରେଣ୍ଟି’ ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ। ମା’ମାନଙ୍କୁ ଏହା କ’ଣ ବିଜେପିର…

ସୁଭଦ୍ରା ଯୋଜନା ନାଁରେ ବିଜେପି ଚଞ୍ଚକତା କରୁଛି: ବିଜେଡି

ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଦଳର ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ କହିଲେ, ଆଜି ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ଏସଓପି ଆସିବା ପରେ ବିଜେପିର ସୁଭଦ୍ରା ଯୋଜନାକୁ ନେଇ ନିର୍ବାଚନ ସମୟରେ…

ପାକିସ୍ତାନ ସୀମାରେ ଖସିପଡ଼ିଲା ଭାରତୀୟ ସେନା ୟୁଏଭି

ପାକିସ୍ତାନ ସୀମାରେ ଖସିପଡ଼ିଲା ଭାରତୀୟ ସେନା ୟୁଏଭି। ଅଭ୍ୟାସ ବେଳେ ଖସିପଡିଥିବା ଜଣାପଡିଛି। ଭାରତୀୟ ସେନାର ଏକ ଚାଳକ ବିହୀନ କ୍ଷୁଦ୍ର ବିମାନ ଖସିପଡ଼ିଲା। ଯାନ୍ତ୍ରିକ ସମସ୍ୟାରୁ ନିୟନ୍ତ୍ରଣ ହରାଇ ପାକିସ୍ତାନ ନିକିଆଲ ସେକ୍ଟରରେ ଖସିପଡିଥିଲା। ପାକିସ୍ତାନ ସେନା ଉକ୍ତ ୟୁଏଭିକୁ…