Author: Subhasmita Nayak

ସିଏଚଏସଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିଏଚଏସଇ ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ପୁରେନ୍ଦ୍ରଙ୍କ ଭୁବନେଶ୍ୱରର କାନନବିହାରରେ ଥିବା…

ଛୁଆହାତୀ ‘ମାମା’ର ମୃତ୍ୟୁ

ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ହାତୀ ‘ମାମା’ର ମୃତ୍ୟୁ ହୋଇଛି । ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ‘ମାମା’ର ମୃତ୍ୟୁ ହୋଇଥିବା ଜଣାପଡିଛି । ୭ ବର୍ଷର ‘ମାମା’ର ମୃତ୍ୟୁ ନେଇ ଚନ୍ଦକା ଡିଏଫ୍‌ଓ ସୂଚନା ଦେଇଛନ୍ତି। ହାର୍ପିସ ଭୂତାଣୁ ଆକ୍ରାନ୍ତରେ…

ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳାରେ ୨ ଗୋଷ୍ଠୀ ହାତାହାତି

ରାଜନଗରରେ ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳାରେ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି । ବିଧାୟକ ପ୍ରାର୍ଥୀ ଲଳିତ ବେହେରାଙ୍କ ନେତୃତ୍ବରେ କର୍ମଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ହାତାହାତି ହୋଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ୨ ବିଜେପି…

ପରିଚୟ ସଙ୍କଟର ଶିକାର ହୋଇଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ

ଅଜ୍ଞତାର କୈାଣସି ଜବାବ ନାହିଁ ଏବଂ ବିଭ୍ରାନ୍ତ ସୃଷ୍ଟିକାରୀଙ୍କୁ ଆଦୌ କ୍ଷମା ନାହିଁ । ମାତ୍ର ଦୁର୍ଭାଗ୍ୟର ବିଷୟ, ଆଜି କୁହାଳିଆ ବିଜେଡି ନେତ୍ରୀ ତଥା ସାଂସଦ ଶ୍ରୀମତୀ ସୁଲତା ଦେଓଙ୍କ କ୍ଷେତ୍ରରେ ଏଭଳି କିଛି ଦେଖିବାକୁ ଓ ଶୁଣିବାକୁ ମିଳିଛି…

ନବନିର୍ବାଚିତ ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କୁ ସମ୍ବର୍ଦ୍ଧନା

କୁଡୁମୀ ସମାଜକୁ ପ୍ରତିନିଧିତ୍ୱ କରୁଥିବା ମୟୂରଭଞ୍ଜର ଜଣାଶୁଣା ନାରୀନେତ୍ରୀ ତଥା ନବ ନିର୍ବାଚିିତ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧାୟକ ଛବି ମଲ୍ଲିକ,…

ଭୁଶୁଡ଼ି ପଡ଼ିଲା ୩୫ ଫୁଟର ଶିବାଜୀଙ୍କ ପ୍ରତିମୂର୍ତ୍ତି

ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ୩୫ ଫୁଟର ପ୍ରତିମୂର୍ତ୍ତି ଭୁଶୁଡି ପଡିଛି । ତେବେ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣାରେ ବିବାଦ ତେଜିବାେର ଲାଗିଛି । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।…

ଜୟ ଶାହ ଆଇସିସି ଅଧ୍ୟକ୍ଷ ନିର୍ବାଚିତ

ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଜୟ ଶାହଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ଦାଖଲ କରି ନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ଅଧ୍ୟକ୍ଷ ଭାବେ…

ସୁଭଦ୍ରାକୁ ନେଇ ବଡ଼ ଘୋଷଣା

ସୁଭଦ୍ରା ଯୋଜନାକୁ ନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ `ସୁଭଦ୍ରା’ ଟଙ୍କା। ଗୋଟିଏ ପରିବାରରେ ଯେତେ ଜଣ ମହିଳା ଥିଲେ ଟଙ୍କା ମିଳିବ। ପରିବାରରେ ୩ ଜଣ ବା ୪ ଜଣ…

ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ଇତିମଧ୍ୟରେ ଆସନ୍ତା ୮ରେ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ଲାଗି ହେବ ନବାନ୍ନ। ନବାନ୍ନ ଲାଗି ପରେ…

ଭଞ୍ଜନଗର ଆରସିଏମଏସ ସମ୍ପାଦକଙ୍କୁ ବହିଷ୍କାର ନିବେଦନ

ଭଞ୍ଜନଗର ଆରସିଏମଏସ ସମ୍ପାଦକ ସନ୍ତୋଷ ମହାରଣାଙ୍କୁ ବରଖାସ୍ତ ପାଇଁ ନିବେଦନ କରାଯାଇଛି। ଏ ନେଇ ଭିଜିଲାନ୍ସ ବିଭାଗ ବିଭଗୀୟ ଅଧିକାରୀଙ୍କୁ ନିବେଦନ କରିବ। ସନ୍ତୋଷଙ୍କ ବିରୋଧ ଚାର୍ଜସିଟ ଦାଖଲ ପରେ ଭିଜିଲାନ୍ସ ବିଭାଗ ଆକ୍ସନ ନେଇଛି। ସନ୍ତୋଷ ଜମି କିଣାବିକା ଜାଲିଆତି…