Author: Subhasmita Nayak

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ବ୍ୟାପିବା ଆଶଙ୍କା

ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗରେ ବାର୍ଡ ଫ୍ଲୁ ବ୍ୟାପିଛି। ଏବେ କେନ୍ଦ୍ରାପଡ଼ାରେ ବ୍ୟାପିଥିବା ନେଇ ଆଶଙ୍କା କରାଯାଉଛି। ରାସ୍ତାକଡ଼ରୁ ୪ ବସ୍ତା ମୃତ କୁକୁଡ଼ା ଠାବ ହୋଇଛି। ଡେରାବିଶ ଥାନା ନରସିଂହପୁର ପଞ୍ଚାୟତ ବାଇକିଆ ରାସ୍ତାରେ ମୃତ…

ବାଲେଶ୍ବର ନାବାଳିକା ଦୁଷ୍କର୍ମ-ହତ୍ୟା ଘଟଣାରେ ସରକାରଙ୍କ ନିଷ୍କ୍ରିୟତା ଦୁର୍ଭାଗ୍ୟଜନକ: ବିଜେଡି

ବାଲେଶ୍ଵର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଘଟିଥିବା ଆଦିବାସୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ନିଷ୍କ୍ରିୟତା ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ…

କନିଷ୍ଠ ଯନ୍ତ୍ରୀଙ୍କ ଘରୁ ପୁଳା ପୁଳା ଟଙ୍କା ଠାବ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଘରୁ ଜବତ ହୋଇଛି ନଗଦ ୧୪ ଲକ୍ଷ ୮୧ ହଜାର ୩ ଶହ ଟଙ୍କା। କେବଳ ସେତିକି ନୁହେଁ, ତାଙ୍କ ଘରୁ ୩୦ ଭରି ସୁନା ଗହଣା ମିଳିଥିବା ସୂଚନା…

ରେଭେନ୍ସା ପ୍ରସଙ୍ଗରେ ଚର୍ଚ୍ଚାର ଆବଶ୍ୟକତା ଅଛି; କେ.ଭି ସିଂଦେଓ

ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ମତ। କିନ୍ତୁ ଏହା ବିତର୍କର ପ୍ରସଙ୍ଗ, ଚର୍ଚ୍ଚାର ଆବଶ୍ୟକତା ଅଛି।

ନାଁ ବଡ଼ ନୁହେଁ କାମ ବଡ଼: ସୌମ୍ୟ

ତେଜୁଛି ରେଭେନ୍ସା ରାଜନୀତି। ଏହି ପ୍ରସଙ୍ଗରେ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି ନାଁ ବଡ଼ ନୁହେଁ କାମ ବଡ଼ ବୋଲି କହିଲେ। ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଛନ୍ତି। ନାଁ ପରିବର୍ତ୍ତନ କଲେ ଚରିତ୍ର ବଦଳେନି କି…

ଦୁର୍ଗାପୂଜା ଭସାଣିରେ ଡିଜେ ମନା

କଟକ ଦୁର୍ଗାପୂଜା ଭସାଣିରେ ଡିଜେ ମନା। ଦୁର୍ଗାପୂଜା ଭସାଣିରେ ଡିଜେ ସମ୍ପୂର୍ଣ୍ଣ ବାରଣ ବୋଲି ପୋଲିସ କମିଶନର କହିଛନ୍ତି। କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ କମିଶନରେଟ ପୋଲିସଙ୍କ ସୂଚନା । ପୂର୍ଵରୁ ଗଣେଶ ପୂଜା ଭସାଣିରେ ବି…

ରେଭେନ୍ସା ପ୍ରସଙ୍ଗ; ବିଜେଡିକୁ କାଉଣ୍ଟର କଲା ବିଜେପି

ରେଭେନ୍ସା ପ୍ରସଙ୍ଗରେ ବିଜେଡିର ଲେନିନ ମହାନ୍ତି ଧର୍ମେନ୍ଦ୍ରଙ୍କ ଉପରେ ବର୍ଷୀବା ପରେ ବିଜେଡିକୁ କଡା ସମାଲୋଚନା କରିଛି ବିଜେପି। ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ପ୍ରସଙ୍ଗ ଯଥାର୍ଥ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ। କେତେ ଦିନ ଧରି ଉପନିବେଶବାଦର ଲିଗାସି…

ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ବଦଳିବା ପ୍ରସଙ୍ଗ; କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲା ବିଜେଡି

ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ବଦଳାଇବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବ୍ୟାଙ୍କ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଲେନିନ ମହାନ୍ତି। ସେ କହିଛନ୍ତି ରେଭେନ୍ସା ଓଡ଼ିଶାର ଗର୍ବ ଓ ଗୌରବ।ସମସ୍ତ ଅଭିଭାବକଙ୍କର ଆଶା ଥାଏ ତାଙ୍କ ପିଲା ରେଭେନ୍ସାରେ ପାଠ…

ଛତ୍ରପୁର ବିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଟିମ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିଥିଲା। ଛତ୍ରପୁର ଅଫିସ୍ ସମେତ ବ୍ରହ୍ମପୁରର ୩ଟି ଓ ପୋଲସରାର ୨ଟି…

ରାଜଧାନୀରୁ ବିପୁଳ ବନ୍ୟପ୍ରାଣୀ ଅଙ୍ଗ ଜବତ

ରାଜଧାନୀରୁ ବିପୁଳ ପରିମାଣର ବନ୍ୟପ୍ରାଣୀ ଅଙ୍ଗ ଜବତ ହୋଇଛି। ରାଜଧାନୀର ଏକ ଦୋକାନରୁ ବଜ୍ରକାପ୍ତା କାତି ଜବତ ହୋଇଛି। ରାଜସ୍ବ ଗୁଇନ୍ଦା ବିଭାଗ ଚଢ଼ଉ କରି ଜବତ କରିଛି। ବଜ୍ରକାପ୍ତା କାତି ସହ କସ୍ତୁରୀ ମୃଗର କସ୍ତୁରୀ, ଶାମୁକା, କଉଡ଼ି ଜବତ…