Author:

ପ୍ରତିଷ୍ଠା ଦିବସରେ ଡକା ନଯିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଆଜି ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୁଳା ପୁଳା ମନ୍ତ୍ରୀଙ୍କ ସହ ସଚିବମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଡକାଯାଇନଥିଲା। ଫଳରେ ଏନେଇ ଅପରାଜିତା…

ରୁଷିଆର ଦାବି, ହଜାରେ ୟୁକ୍ରେନ୍‌ ସୈନିକ କରିଛନ୍ତି ଆତ୍ମସମର୍ପଣ

ରୁଷିଆର ପ୍ରତିରକ୍ଷା ବିଭାଗ ବୁଧବାର ଦିନ ଦାବି କରିଛି ଯେ, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ୧୫୦୦ର ମାରିଆପୋଲରେ ହଜାରେରୁ ବେଶୀ ୟୁକ୍ରେନ୍‌ ସୈନିକ ରୁଷିଆ ସେନା ନିକଟରେ ଆତ୍ମସମର୍ପଣ କରିଛନ୍ତି। ପ୍ରାୟ ମାସକରୁ ଅଧିକ ସମୟ ହେଲାଣି ପୂର୍ବ ୟୁକ୍ରେନର ଏହି ଗୁରୁତ୍ୱପୂର୍ଣ୍ଣ…

କୋଣାର୍କ ଏକ୍ସପ୍ରେସ୍‌ରେ ବୋମା!

ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ସୂଚନା ମିଳିଛି। ଏହି ସୂଚନା ମିଳିବା ପରେ ସିକନ୍ଦରାବାଦ୍ ଷ୍ଟେସନ ନିକଟରେ ଟ୍ରେନକୁ ଅଟକାଇ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା ବେଳେ ଟ୍ରେନ୍‌ଠୁ ନିରାପତ୍ତା ଦୂରତାକୁ ଚାଲିଯିବାକୁ କୁହାଯାଇଛି। ଏହା ପରେ ଟ୍ରେନ୍‌ରେ ଯାଞ୍ଚ ଆରମ୍ଭ…

ତୃଣମୂଳ ନେତାଙ୍କ ପୁଅ ଅଭିଯୁକ୍ତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ଯାଞ୍ଚ ନିଦେ୍ର୍ଦଶ ଦେଲେ ହାଇକୋର୍ଟ

ତୃଣମୂଳ ନେତାଙ୍କ ପୁଅ ଅଭିଯୁକ୍ତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ଯାଞ୍ଚ ନିଦେ୍ର୍ଦଶ ଦେଲେ ହାଇକୋର୍ଟ କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗ ନାଦିଆରେ ୧୪ବର୍ଷର ଝିଅକୁ ଦୁଷ୍ମର୍ମ ପରେ ହତ୍ୟା ମାମଲାର ଯାଞ୍ଚ ସିବିଆଇକୁ ଦେବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି…

ରାଜ୍ୟଗୋଷ୍ଠୀ କିମ୍ବା ଏସିଆନ୍‌ ଗେମ୍ସ ପାଇଁ ଟ୍ରାଏଲ ଦେବେ ନାହିଁ ସାଇନା

ଲଣ୍ଡନ ଅଲିମ୍ପିକ୍ସର ବ୍ରୋଞ୍ଜ ମେଡାଲ ବିଜୟିନୀ ସାଇନା ନେହେୱଲ ଏବର୍ଷ ଅନୁଷ୍ଠିତ ହେବାକୁ ଥିବା ଦୁଇଟି ବଡ଼ ଆନ୍ତର୍ଜାତିକ ପ୍ରତିଯୋଗିତା ସକାଶେ ଭାରତୀୟ ଦଳର ଚୟନ ଟ୍ରାଏଲରେ ଭାଗ ନେବେ ନାହିଁ ବୋଲି ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ଏବର୍ଷ…

ୟୁଥ୍‌ ଭଲି : ଓଡ଼ିଶାର ବଢ଼ିଆ ଆରମ୍ଭ

ଉତ୍ତରାଖଣ୍ଡର ରୁଦ୍ରପୁରଠାରେ ଆରମ୍ଭ ହୋଇଛି ୨୩ତମ ଜାତୀୟ ଯୁବା ଭଲିବଲ୍‌ ପ୍ରତିଯୋଗିତା । ଏଥିରେ ମହିଳା ଓ ପୁରୁଷ ବର୍ଗରେ ଓଡ଼ିଶା ପାଇଛି ବଢ଼ିଆ ଆରମ୍ଭ। ଓଡ଼ିଶା ପୁରୁଷ ଦଳ ମହାରାଷ୍ଟ୍ର ବିପକ୍ଷରେ ୩-୦ ସେଟ୍‌ରେ ଜିତିଥିଲା ବେଳେ ସମାନ ସ୍କୋର୍‌…

ପ୍ରଥମ ଭାରତୀୟ ଭାବେ ୧୦୦ ଛକା ମାରିଲେ ହାଦ୍ରିକ୍

ଗୁଜରାଟ ଟାଇଟନ୍ସର ଅଧିନାୟକ ହାଦ୍ରିକ୍ ପାଣ୍ଡିଆ ଆଇପିଏଲ୍ରେ ପ୍ରଥମ ଭାରତୀୟ ଭାବେ ଶତକୀୟ ଛକା ମାରିବାର ରେକର୍ଡ କରିଛନ୍ତି। ସୋମବାର ହାଇଦ୍ରାବାଦ୍ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ଏହି ସଫଳତା ପାଇଛନ୍ତି। ଏହି ଭାରତୀୟ ଅଲରାଉଣ୍ଡର ଏହି ମାଇଲଖୁ ପ୍ରତିଷ୍ଠା ପାଇଁ…

ଚେନ୍ନାଇକୁ ବିରାଟ ଝଟକା : ଚହର ଆଉଟ୍‌

ଏଥରର ଆଇପିଏଲ୍‌ ନିଲାମରେ ୧୪କୋଟିରେ ପେସ୍‌ ବୋଲର ଦୀପକ ଚହରଙ୍କୁ କିଣିଥିଲା ଚେନ୍ନାଇ ସୁପର କିଙ୍ଗସ୍‌। ଗତ ସିଜିନ୍‌ରେ ଦଳର ଷ୍ଟାର ଖେଳାଳି ରହିଥିବା ଦୀପକଙ୍କୁ ନିଲାମ ପୂର୍ବରୁ ଦଳ ଛାଡି ଦେଇଥିଲା। ହେଲେ ତାଙ୍କର ଆବଶ୍ୟକତାକୁ ଉପଲବ୍ଧି କରି ନିଲାମ…

ଜୁନିଅର ହକି ବିଶ୍ୱକପ୍‌ ହରାଇଲେ ପଦକ, ଝରାଇଲେ ଲୁହ

୨୦୧୩ର ସଫଳତାକୁ ବି ଏଥର ଦୋହରାଇପାରିଲେ ନାହିଁ ଭାରତୀୟ ଜୁନିଅର ମହିଳା ହକି ଦଳ। ଦକ୍ଷିଣ ଆଫି୍ରକାରେ ମଙ୍ଗଳବାର ଶେଷ ହୋଇଥିବା ଜୁନିଅର ହକି ବିଶ୍ୱକପ୍‌ରେ ଭାରତୀୟ ମହିଳା ଦଳ ବିନା ମେଡାଲରେ ଫେରିବାକୁ ବାଧ୍ୟ ହୋଇଛି। ମଙ୍ଗଳବାର ଇଂଲନ୍ଦ ବିପକ୍ଷ…

୧୭ ଜିଲ୍ଲାରେ ୧ରୁ ରବିଧାନ ସଂଗ୍ରହ

ରାଜ୍ୟର ୧୭ଟି ଜିଲ୍ଲାରେ ଚଳିତ ରବିଧାନ ସଂଗ୍ରହ କାର୍ଯ୍ୟ ମେ’ ୧ ତାରିଖରୁ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ପଡ଼ୋଶୀ ରାଜ୍ୟର ଅନଧିକୃତ ଧାନ ଯେପରି ମନ୍ଦିରେ ପ୍ରବେଶ କରି ନପାରିବ, ସେଥି ନିମନ୍ତେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ…