Author:

ରାସ୍ତା ନାହିଁ, ଅଟକିଲା ଆମ୍ବୁଲାନ୍ସ ଗଛମୂଳେ ପ୍ରସବ କଲେ

ବିକାଶର ଡିନ୍ଦିମ ପିଟୁଛନ୍ତି ରାଜ୍ୟ ସରକାର। ହେଲେ ୨୨ ବର୍ଷର ଶାସନ କାଳରେ ପକ୍କା ରାସ୍ତାଟିଏ ହୋଇପାରିନାହିଁ ସୀମାନ୍ତବର୍ତ୍ତୀ ଗାଁ ଗୁଡିକରେ। ଗାଁକୁ ରାସ୍ତା ଓ ମା’କୁ ସମ୍ମାନର ସ୍ଲୋଗାନ ଦେଉଥିବା ସରକାରଙ୍କର ଆଉ ଏକ ଅସଲ ମୁଖା ଖୋଲିଛି କୋରାପୁଟ…

ମଦ ପାଇଁ ମରିଗଲା ମଣିଷପଣିଆ , ଦୁର୍ଘଟଣା ପରେ ଟ୍ରକରୁ ବୋହିନେଲେ ବିଅର ବୋତଲ

ଢେଙ୍କାନାଳ: ମଦ ପାଇଁ ଲୋକ ଭୁଲିଗଲେ ମାନବିକତା। ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଅନ୍ତର୍ଗତ ଗୁଳେହି ଛକରେ ବିଅର ବୋଝେଇ ଟ୍ରକ୍‌ ଓଲଟି ପଡ଼ିଥିଲା। ଟ୍ରକଟି ଚୌଦ୍ଵାରରୁ ଅନୁଗୋଳ ଅଭିମୁଖେ ଯାଉଥିବା ବେଳେ ଓଲଟି ପଡ଼ିଥିଲା। ଟ୍ରକରେ ଥିଲା ଶତାଧିକ ବିଅର…

ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନର ଅଧ୍ୟକ୍ଷ ଦାୟିତ୍ୱରେ ଏବେ ପୂର୍ବତନ ଡିଜିପି ଅଭୟ

ଷ୍ଟାଫ୍ ସିଲେକ୍ସନ କମିଶନର ଅଧ୍ୟକ୍ଷ ଭାବେ ରାଜ୍ୟର ବହୁ ଚର୍ଚିତ ନିଷ୍ଠାପରତା ଭାବେ କାର୍ଯ୍ୟ କରିଆସିଥିବା ଡିଜିପି ଅଭୟ। ଆଜି ଓଡିଶା ସରକାରଙ୍କ ନିର୍ଦ୍ଧେଶ ମୁତାବକ ପୂର୍ବତନ ଡିଜିପିଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର। ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନର…

ଷଡ଼ଙ୍ଗୀଙ୍କ ପାଇଁ ଆରମ୍ଭ ହେଲା ଷଡଯନ୍ତ୍ର ,ନିମନ୍ତ୍ରଣପତ୍ରରେ ନଥିଲେ ଅପରାଜିତା ଷଡ଼ଙ୍ଗୀ

ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡକାଗଲାନି। ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚିତ ହୋଇଥିବାବେଳେ ରାଜଧାନୀ ପ୍ରତିଷ୍ଠା ଦିବସରେ ଲୋଡ଼ା ହୋଇନଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। କାହିଁକି ନିମନ୍ତ୍ରଣ ପତ୍ରରେ ଅପରାଜିତାଙ୍କୁ ନାମ ନଥିଲା। ରାଜଧାନୀ ପ୍ରତିଷ୍ଠା ଦିବସକୁ ନିମନ୍ତ୍ରିତ…

ସ୍ମାର୍ଟ ସିଟିକୁ ପୁରିଲା 73 ବର୍ଷ ,୭୪ ବର୍ଷରେ ପାଦ ଦେଇଛି ଭୁବନେଶ୍ୱର

ଏପ୍ରିଲ ୧୩ ଆଜି ପାଳିତ ହୋଇଛି ଭୁବନେଶ୍ୱରର ଜନ୍ମଦିନ। ୭୪ ବର୍ଷରେ ପାଦ ଦେଇଛି ଭୁବନେଶ୍ୱର। ବିଶ୍ୱରେ ଏକ ଅଲଗା ପରିଚୟ ନେଇ ଆଗକୁ ବଢିଚାଲିଛି ଆମ ରାଜଧାନୀ ଭୁବନେଶ୍ୱର।୧୯୪୮ ମସିହାର ସେହି ଐତିହ୍ୟ ସହର ଆଜି ସ୍ମାର୍ଟ ସିଟି ବା…

ମାହାଙ୍ଗା ଗଣହତ୍ୟା ମାମଲା,ଅଭିଯୁକ୍ତ ଶିବ ସାହୁକୁ କୋର୍ଟଚାଲାଣ

ନିଜ ପରିବାରରେ ବଡ଼ ଭାଇର ସମ୍ପୂର୍ଣ ପରିବାରର ୫ ଜଣଙ୍କୁ ବିଭତ୍ସ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତଙ୍କୁ ଶିବ ସାହୁଙ୍କୁ କୋର୍ଟଚାଲାଣ। ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କୁ କୋର୍ଟଚାଲାଣ କରିଛି ପୋଲିସ। ଶିବ ସାହୁଙ୍କୁ ସାଲେପୁର କୋର୍ଟରେ ହାଜର…

ଆକାଶରେ ଦିଶିବ ଗୋଲାପୀ ଜହ୍ନ ,ଏପ୍ରିଲ ୧୬ ଗୋଲାପୀ ଚନ୍ଦ୍ର ,ଜାଣନ୍ତୁ ଗୋଲାପୀ ଚନ୍ଦ୍ରର ରହସ୍ୟ

ନୂଆଦିଲ୍ଲୀ: ଆକାଶରେ ଦିଶିବ ଗୋଲାପୀ ଜହ୍ନ ,ଏପ୍ରିଲ ୧୬ ଗୋଲାପୀ ଚନ୍ଦ୍ର ,ଜାଣନ୍ତୁ ଗୋଲାପୀ ଚନ୍ଦ୍ରର ରହସ୍ୟ। ୱାସିଂଟନସ୍ଥିତ ନାସା ମୁଖ୍ୟାଳୟର ସାଇନ୍ସ ମିସନ ଡାଇରେକ୍ଟୋରେଟର ପୋଗ୍ରାମ ଏକ୍ସିକ୍ୟୁଟିଭ ଗାର୍ଡନ ଜାନସନ କହିଛନ୍ତି,ଆମେ ଏହି ଦିନକୁ ଉଇକେଣ୍ଡ ଫୁଲ ମୁନୁ ଉଇକେଣ୍ଡ…

ଅଖିଆଗରୁ ହୋଇଗଲା ଝିଆରୀର ଅପହରଣ।

ଉତ୍ତରପ୍ରଦେଶର ଆଗ୍ରାର ସହିଦ ନଗର ଅଞ୍ଚଳରେ ବଡ଼ ବାପାଙ୍କ ଅଖିଆଗରୁ ଅପହରଣ ହୋଇଥିବା ଖବର ଏବେ ଚାଞ୍ଚଲ୍ୟକାର ଘଟଣା ଭାବେ ଖେଳିବୁଲୁଛି। ସ୍କୁଲ ସାମ୍ନାରୁ ଛାତ୍ରୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ। ବଡ଼ ବାପାଙ୍କ ଅଖିଆଗରୁ ଝିଆରୀ ହୋଇଗଲା ଅପହରଣ ଅସମର୍ଥ ବଡ଼ବାପା…

୯ ଜିଲ୍ଲାକୁ ବଜ୍ରପାତ ସହ ଝଡ଼ବର୍ଷା !

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୁରୁବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ରାୟଗଡା,…

ଭରଭରା ରାଓଙ୍କ ମେଡିକାଲ ବେଲ ଆବେଦନ ଖାରଜ୍‌

କବି ତଥା ମାଓ ସମର୍ଥକ ଭାବେ ଜଣାଶୁଣା ଭରଭରା ରାଓଙ୍କ ସ୍ଥାୟୀ ମେଡିକାଲ ଜାମିନ୍‌ ଆବେଦନକୁ ବମ୍ବେ ହାଇକୋର୍ଟ ବୁଧବାର ଦିନ ଖାରଜ କରିଛନ୍ତି। ଏଲଗାର ପରିଷଦ ଓ ମାଓବାଦୀ ଲିଙ୍ଗ୍‌ ମାମଲାରେ ଗିରଫ ହୋଇଥିବା ବିପ୍ଳବୀ କବି ଭାବେ ଜଣାଶୁଣା…