Author:

ଏଥର ଆସିବ ଶାହରୁଖ ଓ ତାପସୀଙ୍କ ଯୋଡ଼ି

ବଲିଉଡର ବାଦ୍‌ଶାହ ଶାହରୁଖ ଖାନ୍‌ ବେଶ୍‌ କିଛି ଦିନ ହେବ ରାଜକୁମାର ହିରାନୀଙ୍କ ଫିଲ୍ମ ‘ଡଙ୍କି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ଶାହରୁଖ ଏହି ଫିଲ୍ମ ଉପରେ ନିଜର ମୋହର ଲଗାଇଛନ୍ତି। ସେ ସୋସିଆଲ ମିଡ଼ିଆରେ ଫିଲ୍ମର ରିଲିଜ ଡେଟ ଘୋଷଣା…

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ ବେଳେ ରହିବେନି ମୋଦୀ

ଗୁରୁବାର ଦିନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ପ୍ରଥମ କରି ଗୁଜରାଟ ଗସ୍ତରେ ଆସୁଛନ୍ତି। ତେବେ ତାଙ୍କ ସହ ସାଥିରେ ରହିବେ ନାହିଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅତୀତରେ ବିଶିଷ୍ଟ ବ୍ୟକ୍ତି ଗୁଜରାଟ ଆଗମନ ବେଳେ ପ୍ରଧାନମନ୍ତ୍ରୀ ସାଥିରେ ରହିଥିଲେ।…

ମାସ୍କ ନପିନ୍ଧିବା ପାଇଁ ଲାଗିବନି ଫାଇନ୍‌ : ସିସୋଦିଆ

ଦେଶର ରାଜଧାନୀ କ୍ଷେତ୍ର ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ଭାଗରେ କୋଭିଡ଼ ସଂକ୍ରମଣ ବଢୁଥିବା ଅବସ୍ଥାରେ ବିଶେଷ ସତର୍କତାର ଆବଶ୍ୟକତା କଥା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି। ଦିଲ୍ଲୀ ସରକାର ବର୍ତ୍ତମାନ ଅବସ୍ଥାରେ ଯେଉଁମାନେ ବାହାରକୁ ଆସିଲା ବେଳେ ମାସ୍କ ପିନ୍ଧୁ…

ବିଦେଶୀମାନଙ୍କ ପାଇଁ ଖୁବ୍‌ଶୀଘ୍ର ଆୟୁଷ ଭିସା

ଦେଶରେ ଆୟୁଷ ଉପଚାରବିଧିର ଉପକାର ନେବାକୁ ଚାହୁଁଥିବା ବିଦେଶୀମାନଙ୍କ ଲାଗି ସ୍ୱତନ୍ତ୍ର ଭିସା ବ୍ୟବସ୍ଥା କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଘୋଷଣା କରିଛନ୍ତି। ଜାମନଗରର ମହାତ୍ମା ମନ୍ଦିରଠାରେ ବିଶ୍ୱ ଆୟୁଷ ପୁଞ୍ଜି ଲଗାଣ ବୈଠକରେ ଭାଷଣ ଦେଲା ବେଳେ…

ଓଡ଼ିଶାରେ କୋଭିଡ୍‌ ସଂକ୍ରମଣ ବଢିଲେ ଲାଗୁ ହେବ କଟକଣା

ଓଡ଼ିଶା ସମେତ ଦେଶରୁ ଏଯାଏଁ କୋଭିଡ ସଂକ୍ରମଣ ସମ୍ପୂର୍ଣ୍ଣ ରୂପେ ଦୂର ହୋଇନାହିଁ। ଏହା ମଧ୍ୟରେ ଦେଶର ୪ରୁ ୫ଟି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଗତ ଏକ ସପ୍ତାହ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶାରେ ଯଦିଓ ଏବେ ଦୈନିକ ସଂକ୍ରମଣ…

ଦିଲ୍ଲୀ ଅବୈଧ ଦଖଲ ଭଙ୍ଗା ଉପରେ ସୁପ୍ରିମକୋର୍ଟଙ୍କ ରୋକ୍‌

ନିକଟରେ ହନୁମାନ ଜୟନ୍ତୀ ଅବସରରେ ଯେଉଁ ଜାହାଙ୍ଗୀରପୁରୀ ଅଞ୍ଚଳରେ ହିଂସା ହୋଇଥିଲା ସେହି ଅଞ୍ଚଳରେ ବୁଧବାର ଦିନ ଅବୈଧ ଦଖଲକାରୀଙ୍କୁ ହଟାଇବାର ପ୍ରଶାସନ ପକ୍ଷରୁ ଚାଲିଥିଲା ଉଦ୍ୟମ। ହେଲେ ଏହି ଦଖଲକାରୀଙ୍କୁ ହଟାଇବାର ଅଭିଯାନକୁ ସୁପ୍ରିମକୋର୍ଟ ଅଟକାଇଛନ୍ତି। ଏକ ପିଟିସନର ଶୁଣାଣି…

ମାଟି ତଳୁ ପୁଳା ପୁଳା ନୋଟ ଜବତ

ସମ୍ବଲପୁରର ଭିଏସ୍ଏସ୍ ମାର୍ଗ ସ୍ଥିତ ହୋଟେଲରୁ ଗତ ୧୬ ତାରିଖରେ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ହୋଟେଲ ମାଲିକ ଥାନାରେ ଅଭିଯୋଗ କରିଥିଲେ। ଚୋରି ହୋଇଥିବା ଟଙ୍କା ଦେବଗଡ଼ ଜିଲ୍ଲାରୁ ପୁଲିସ ଜବତ କରିଛି। ୩୯…

ଜୀଅନ୍ତା ଜଳିଗଲେ ୭ ସଦସ୍ୟ

ବୁଧବାର ସକାଳେ ନିଆଁରେ ପୋଡ଼ି ହୋଇ ସମସ୍ତ ୭ ଜଣ ଜୀବନ୍ତ ଦଗ୍ଦ ହୋଇଛନ୍ତି। ପଞ୍ଜାବ ଲୁଧିଆନା ଟିବା ରୋଡ୍ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ସେମାନେ ଗୋଟିଏ ପରିବାରର ୭ ସଦସ୍ୟ । ମୃତକଙ୍କ ମଧ୍ୟରେ ୫ ଜଣ…

ବାଘ ମାଂସ ଭୋଜି, 7 ଅଟକ

କେନ୍ଦୁଝର ପଣ୍ଡପଡ଼ାରେ ବାଘ ମାଂସ ଭୋଜି ! ବାରହା ମାରିବାକୁ ଯାଇ ହାବୁଡରେ ପଡ଼ିଥିବା କଲରାପତରିଆ ବାଘକୁ ମାରି ଖାଇଲା ମଣିଷ ଓ ଗାଁରେ ବଣ୍ଟାଗଲା ମାଂସ । ଏଥିରୁ କିଏ ବର୍ବର ବୁଝି ପାରୁଥିବେ ।

କାବୁଲରେ ସିରିଜ୍‌ ବିସ୍ଫୋରଣ: ୨୦ ମୃତ

ଆଫଗାନିସ୍ଥାନ ରାଜଧାନୀ କାବୁଲର ଏକ ବୟେଜ୍‌ ସ୍କୁଲରେ ଆଜି ସିରିଜ୍‌ ବିସ୍ଫୋରଣ ହୋଇଛି। ଏହି ଘଟଣାରେ ୨୦ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ରହିଛନ୍ତି। ଏହି ଘଟଣାରେ ଅନେକ ଆହତ ହୋଇଥିବାରୁ ମୃତକଙ୍କ ସଂଖ୍ୟା…