Author:

ସାପ କାମୁଡ଼ାରେ ମା, ଝିଅ ମୃତ

ନୂଆପଡ଼ା ଥାନା କେନ୍ଦୁବେହେରା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ଗୁରୁବାର ରାତିରେ ସାପ କାମୁଡ଼ାରେ ମା, ଝିଅ ମୃତ ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦୁବେହେରା ଗ୍ରାମର ନିରାଶା ଶବର (୩୪), ଝିଅ ସବିତା ଶବର (୧୪) ରାତିରେ…

ଚଢ଼ିଗଲା ଟ୍ରକ, ଜଣେ ମୃତ

ଚଢ଼ିଗଲା ଟ୍ରକ, ଜଣେ ମୃତ ବାହାଘର ଭୋଜି ଖାଇ ଖୁସିରେ ୪ ସାଙ୍ଗ ରାସ୍ତା ଉପରେ କଥା ହେଉଥିଲା ବେଳେ ଚଢ଼ିଗଲା ଟ୍ରକ। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବିଡ଼ିଘାଟ ଛକ ନିକଟରେ ଗୁରୁବାର…

ମାରିୟୁପୋଲକୁ କବଜ୍‌ କଲା ରୁଷିଆ

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପାଖାପାଖି ୨ ମାସ ହେଲା ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ରୁଷିଆ ସେନା ୟୁକ୍ରେନର ଅନେକ ଅଞ୍ଚଳକୁ ନିଜ କବଜାକୁ ନେଇଯାଇଛି। ସେହିପରି ୟୁକ୍ରେନ ମଧ୍ୟ ଆମେରିକା ଏବଂ ନାଟୋ ଦେଶଗୁଡିକଠାରୁ ଅସ୍ତ୍ର ପାଇ ଯୁଦ୍ଧକୁ…

ଧାନବାଦରେ ବେଆଇନ୍‌ କୋଇଲା ଖନନ ଯୋଗୁ ୬୦ ଫୁଟ୍‌ ଦବିଲା ମାଇନ୍ସ

ଝାଡଖଣ୍ଡର ଧାନବାଦରେ ଏକ ବଡ ଅଘଟଣ ଘଟିଛି । ସ୍ଥାନୀୟ ଚିରକୁନ୍ଦା ଥାନା ଅନ୍ତର୍ଗତ ଡୁମୁରୀଜୋଡଠାରେ ଥିବା ବିସିସିଏଲର ବନ୍ଦ ପଡିଥିବା ମାଇନ୍ସ ବେଆଇନ୍‌ ଖନନ ଯୋଗୁ ଧସିଯାଇଛି। ଯେଉଁ କାରଣରୁ ଏହା ଉପରେ ଯାଇଥିବା ପାଖାପାଖି ୬୦ ଫୁଟର ମାଟି…

ଡରାଇବେ କିଆରା

ଅକ୍ଷୟ କୁମାର, ବିଦ୍ୟା ବାଲାନ ଷ୍ଟାରର ଫିଲ୍ମ ‘ଭୁଲ ଭୁଲୈୟା’କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏହାର ସଫଳତାକୁ ଦେଖି ଫିଲ୍ମର ଦ୍ୱିତୀୟ ଭାଗ ବନାଇବା ଲାଗି ନିଦେ୍ର୍ଦଶକ ଘୋଷଣା କରିଥିଲେ। ସେବେଠାରୁ ‘ଭୁଲଭୁଲୈୟା ୨’କୁ ନେଇ ଦର୍ଶକ ଖୁବ୍‌ ବ୍ୟଗ୍ରର…

ବାଜି ମାରିବ କିଏ

ବଲିଉଡରେ ପୁସ୍ତକ ଉପରେ ଅନେକ ଫିଲ୍ମ ପ୍ରସ୍ତୁତ କରାଯାଉଛି। ଫିଲ୍ମ ହାଇଦର, ଦେବଦାସ, ୩ ଇଡିୟଟ୍ସ, ଓମକାରା, ପରିଣୀତା, ୨ ଷ୍ଟେଟ୍ସ ପରେ ଏବେ ଲେଖକ ଅମୀଷ ତ୍ରିପାଠୀଙ୍କ ପୁସ୍ତକ ‘ଦି ଇର୍ମୋଟାଲ୍ସ ଅଫ୍‌ ମେଲୁହା’କୁ ନେଇ ବଲିଉଡରେ ଫିଲ୍ମ ପ୍ରସ୍ତୁତ…

ପୁଲିସ୍‌ ଅଧିକାରୀ ଭୂମିକାରେ ସିଦ୍ଧାର୍ଥ

ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ରୋହିତ ଶେଠୀ ବର୍ତ୍ତମାନ ନିଜର ପ୍ରଥମ ୱେବ୍‌ ସିରିଜ ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି। ‘ଶେର୍‌ଶାହା’ରେ ଜଣେ ସୈନିକ ଭୂମିକା ତୁଲାଇବା ପରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବେ ପୁଲିସ୍‌ ଅଧିକାରୀ ଭୂମିକାରେ ନଜର ଆସୁଛନ୍ତି। ସିଦ୍ଧାର୍ଥ…

ୱିଜଡେନ୍‌ କ୍ରିକେଟର ଅଫ୍‌ ଇୟର ପୁରସ୍କାର ତାଲିକାରେ ଦୁଇ ଭାରତୀୟ

ବିଶ୍ୱ କ୍ରିକେଟର ବାଇବେଲ ଭାବେ ପରିଚିତ କ୍ରିକେଟ ପତି୍ରକା ୱିଜଡେନର ୨୦୨୨ ବର୍ଷର ବାର୍ଷିକ ସଂସ୍କରଣ ପ୍ରକାଶ ପାଇଛି। ଏଥିରେ ୫ଜଣ ଖେଳାଳିଙ୍କୁ କ୍ରିକେଟର ଅଫ୍‌ ଇୟର ଭାବେ ମନୋନୀତ କରାଯାଇଛି। ସାରା ଦୁନିଆର କି୍ରକେଟ ଖେଳାଳିଙ୍କ ଲାଗି ୱିଜଡନର ଟପ୍‌୫…

ଏସିଆନ ଗେମ୍ସ ପାଇଁ ବ୍ୟାଡ଼ମିଣ୍ଟନ ଦଳର ଚୟନ ସାମିଲ ହେଲେ ୧୪ବର୍ଷିୟ ଉନ୍ନତି

ଜାତୀୟ ଟ୍ରାଏଲ ସରିବା ପରେ ଭାରତୀୟ ବ୍ୟାଡ଼ମିଣ୍ଟନ ସଂଘ ଚୀନରେ ହେବାକୁ ଥିବା ଏସିଆନ ଗେମ୍ସ ସକାଶେ ନାମ ଘୋଷଣା କରିଛି। ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ା ତଥା ଥୋମାସ୍‌ ଏବଂ ଉବରକପ ପାଇଁ ମଧ୍ୟ ବାଛିଛି ଦଳ। ୬ଦିନ ଧରି ସ୍ଥାନୀୟ…

ସ୍ୱାମୀଙ୍କୁ ମାରିବା ପାଇଁ ସ୍ତ୍ରୀ କରିଥିଲା ଷଡ଼ଯନ୍ତ୍ର ,ପୁଲିସ୍ ହାତରେ ଧରାପଡ଼ିଲା ପ୍ରେମିକ

ଭୁବନେଶ୍ୱର (ନିର୍ଭୟ): ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ପାଇଁ ପ୍ରେମିକ ସହ ମିଶି ଷଡ଼ଯନ୍ତ୍ର କଲେ ସ୍ତ୍ରୀ। ବିବାହ ପରେ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ରେ କଳହ ଘଟଣା ଏବେ ନୀତି ଦିନିଆ ହୋଇଗଲାଣି। ବିବାହ ପରେ…