Author:

ମଦ ବେପାରୀଙ୍କୁ ପେଟେଣ୍ଟ ମେଡିସିନ୍‌ ଦେଲେ ସ୍ୱୟଂ ସହାୟକ ଗୋଷ୍ଠୀ

କେନ୍ଦୁଝର (ନିର୍ଭୟ) : ଦୁଇ ମଦ ବେପାରୀଙ୍କୁ ଚପଲରେ ନିର୍ଦ୍ଧୁମ ଛେଚିଲେ ମହିଳା। ସୂଚନା ମୁତାବକ ବାଉରିପଦା ପଞ୍ଚାୟତର ବିଶ୍ଵନାଥପୁର ଗାଁରେ ଚୋରାମଦ ବେପାର ରୋକିବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଣ୍ଟା ଭିଡ଼ିଛନ୍ତି। ମଦ ବେପାରୀଙ୍କୁ ମହିଳାଙ୍କ ବାରମ୍ବାର ବାରଣ…

ଦୁଇ କୋଟି ଟଙ୍କାରେ ପ୍ରିୟଙ୍କାଙ୍କ ପେଣ୍ଟିଙ୍ଗ କିଣିବାକୁ କରାଯାଇଥିଲା ବାଧ୍ୟ : ରାଣା କପୁର

ୟଶ ବ୍ୟାଙ୍କର ସହ ସଂସ୍ଥାପକ ରାଣା କପୁର ଦାବି କରିଛନ୍ତି ଯେ, ତାଙ୍କୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଠାରୁ ଏମ୍‌ଏଫ୍‌ ହୁସେନଙ୍କ ଏକ ପେଟିଂ କିଣିବାକୁ ବାଧ୍ୟ କରାଯାଇଥିଲା। ଏହି ପେଟିଂ ବାବଦରେ ଦେଇଥିବା ଅର୍ଥ ଗାନ୍ଧୀ ପରିବାର…

ସପା ହାଜ ଛାଡିବେ କି ଆଜାମ ସୀତାପୁର ଜେଲରୁ ଫେରାଇ ଦେଲେ ଅଖିଳେଶଙ୍କ ପ୍ରତିନିଧିଙ୍କୁ

ସୀତାପୁର ଜେଲରେ ବନ୍ଦ ଥିବା ପୂର୍ବ ସାଂସଦ ଆଜମ ଖାନ୍‌ ସପା ଛାଡି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ରବିବାର ସପା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ନିଦେ୍ର୍ଦଶରେ ଜେଲକୁ ଯାଇଥିବା ପ୍ରତିନିଧିମଣ୍ଡଳିକୁ ଫେରାଇ ଦେଇଛନ୍ତି ଆଜାମ୍‌। ଅସୁସ୍ଥତାକୁ କାରଣ ଦର୍ଶାଇ…

ଆର୍ଚେରୀ ବିଶ୍ୱକପ୍‌ : ରାୟ ଓ ରିଧି ଜିତିଲେ ସ୍ୱର୍ଣ୍ଣ

ତୁର୍କିର ଆନ୍ତେଲିଆ ଠାରେ ରବିବାର ଶେଷ ହୋଇଛି ଆର୍ଚେରୀ ବିଶ୍ୱକପ୍‌ ପ୍ରଥମ ଚରଣ ପ୍ରତିଯୋଗିତା। ଶେଷ ଦିନ ଭାରତ ପାଇଁ ସ୍ୱର୍ଣ୍ଣ ଜିତି ଆଣିଛନ୍ତି ତରୁଣଦୀପ ରାୟ ଏବଂ ରିଧି ଫୋରଙ୍କ ଯୋଡି। ସେମାନେ ରିକର୍ଭ ମିକ୍ସ ଦଳଗତ ଇଭେଣ୍ଟରେ ଗ୍ରେଟ୍‌…

ସଚିନଙ୍କ ଜନ୍ମଦିନକୁ କରାଯାଉ ଜାତୀୟ କ୍ରିକେଟ ଦିବସ

କ୍ରିକେଟ ଲିଜେଣ୍ଡ ଭାରତରତ୍ନ ସଚିନ ତେନ୍ଦୁଲକର ରବିବାର ଦିନ ପାଳନ କରିଛନ୍ତି ୪୯ତମ ଜନ୍ମଦିନ। ଦେଶ ଓ ଦେଶ ବାହାରୁ ସଚିନ ଫ୍ୟାନ୍‌ ମାନଙ୍କ ପକ୍ଷରୁ ୪୯ତମ ଜନ୍ମଦିନ ଅବସରରେ ଅଭିନନ୍ଦନର ସୁଅ ଛୁଟିଛି ଭାରତୀୟ କି୍ରକେଟ କଣ୍ଟ୍ରୋଲ ବୋର୍ଡ ଆନୁଷ୍ଠାନିକ…

ଶାହା ବିବାଦରେ ସାମ୍ବାଦିକ ଦୋଷୀ : ଦୁଇବର୍ଷ ବାସନ୍ଦ

ଦେଶର ଜଣେ ଆଗୁଆ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାର କ୍ରିକେଟର ରିଦ୍ଧିମାନ ଶାହାଙ୍କୁ ଆପତ୍ତିଜନକ ମେସେଜ୍‌ କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଏଥିସକାଶେ ଦୁଇବର୍ଷର ବାସନ୍ଦ ଲଗାଇବାକୁ ତଦନ୍ତ କମିଟି ସୁପାରିସ କରିଛି। ଭାରତୀୟ ଦଳର ଗତ ଚୟନ…

୭ ଦିନରେ ୧୦୯୬ଟି ସ୍କୁଲ୍‌ ବସ୍‌ କୁ ଫାଇନ୍

ଭୁବନେଶ୍ୱର(ନିର୍ଭୟ): ସୂଚନା ମୁତାବକ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ୍ ଚେକିଂ ଅଭିଯାନକୁ କଡ଼ାକଡ଼ି ଆରମ୍ଭ କରିଛି ପରିବହନ ବିଭାଗ। ୭ ଦିନରେ ୧୦୯୬ଟି ସ୍କୁଲ୍‌ ଗାଡ଼ିକୁ ଫାଇନ୍ ,ପରିବହନ ବିଭାଗର ଟାର୍ଗେଟରେ ସ୍କୁଲ ବସ୍‌। ଏ ଘଟଣା ସବୁ…

ଅମ୍ଳାନ-ଏଲିନା ଯୋଡ଼ିର ପ୍ରଥମ ସିନେମା

ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ଇତିମଧ୍ୟରେ ଭିତରେ ଅରିନ୍ଦମ, ବାବୁସାନ୍, ଅନୁଭବ, ସବ୍ୟସାଚୀ, ଜ୍ୟୋତି ଓ ସ୍ବରାଜ ପ୍ରମୁଖ ଜଣାଶୁଣା ନାୟକଙ୍କ ସହ କାମ କରିଛନ୍ତି ଏଲିନା। ଠିକ୍ ସେହିପରି ନବାଗତ ରଣବୀରଙ୍କ ସହ ଏଲିନା ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’…

ଶୈଳେନ୍ଦ୍ରଙ୍କ ବିପକ୍ଷରେ ଶୀତଲ

ଶୈଳେନ୍ଦ୍ରଙ୍କ ବିପକ୍ଷରେ ଶୀତଲ ଓଲିଉଡର ଲୋକପ୍ରିୟ ନାୟିକା ଶୀତଲ ପ୍ରଥମ ଥର ଲାଗି ଡ୍ୟାନ୍ସିଂ ଷ୍ଟାର୍ ଶୈଳେନ୍ଦ୍ରଙ୍କ ବିପକ୍ଷରେ ନଜର ଆସିବେ। ହଁ, ସେ ଏବେ ଶୈଳେନ୍ଦ୍ରଙ୍କ ସହ ଏକ ନୂଆ ଓଡ଼ିଆ ଛବିରେ ଅଭିନୟ କରୁଛନ୍ତି। ଏଠାରେ ଯେଉଁ ସିନେମାର…

ରୀୟା- ମେଘା ଏକାଠି

ଓଲିଉଡର ଚୁଲୁବୁଲି ନାୟିକା ଭାବେ ପରିଚିତ ରୀୟା ଓଡ଼ିଆ ସିନେମା ‘ପ୍ରେମ ଅଢ଼େଇ ଅକ୍ଷର’ରେ ପ୍ରଥମେ ନଜର ଆସିଥିଲେ। ଏହି ଫିଲ୍ମରେ ସୁପରଷ୍ଟାର୍ ବାବୁସାନଙ୍କ ବିପକ୍ଷରେ ନାୟିକା ବନିଥିଲେ ରୀୟା। ଏହା ଥିଲା ବାବୁସାନ୍-ରୀୟା ଯୋଡ଼ିର ପ୍ରଥମ ଛବି। ପ୍ରଥମ ଫିଲ୍ମରେ…