Author:

କୋର୍ଟରେ ସ୍ଥାନୀୟ ଭାଷାର ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀଙ୍କ ଜୋର

ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଅଦାଲତଗୁଡ଼ିକରେ ସ୍ଥାନୀୟ ଭାଷାର ବ୍ୟବହାର ପାଇଁ ଜୋର ଦେଇଛନ୍ତି। ଯଦି ସ୍ଥାନୀୟ ଭାଷାରେ କୋର୍ଟର କାର୍ଯ୍ୟଧାରା ଚାଲେ ତା’ହେଲେ ସାଧାରଣ ଲୋକଙ୍କର ବିଚାର ବ୍ୟବସ୍ଥା ଉପରେ ଅଧିକ ଭରସା ଆସିବ। ଲୋକେ ନିଜକୁ…

ଦାନା ବାନ୍ଧୁଛି ଲଘୁଚାପ

ସାରା ରାଜ୍ୟରେ ଏବେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଥିଲା ବେଳେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଆହୁରି ୨ ଦିନ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ରହିବ। ତେବେ କାଲି ରାତିରୁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି ବୋଲି…

ରୁଷକୁ ଚ୍ୟାଲେଞ୍ଜ ଦେଲେ ୯୬ ବର୍ଷିୟା ମହିଳା, ହିଟଲର-ଷ୍ଟାଲିନ ମାରିପାରିଲେନି, ତୁମେ କ’ଣ ମାରିବ

‘ମୁଁ ହିଟଲରଙ୍କ ଆଗରୁ ବଂଚିଛି, ଷ୍ଟାଲିନ୍‌ ଠାରୁ ବଂଚିଛି, ଆଉ ପୁତିନ୍‌ ଆଗରୁ ବି ଜୀବିତ ରହିବି।’ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟଙ୍କର ସ୍ଥିତି ଦେଖିଥିବା ୯୬ ବର୍ଷିୟା ଏଣ୍ଟୋସିୟା ଗୁଲେଜ ଏହା କହିଛନ୍ତି। ୟୁକ୍ରେନ୍‌ ଉପରେ ରୁଷର ସୈନ୍ୟ ଆକ୍ରମଣ ଆରମ୍ଭ…

ଭାଜପାର ପ୍ଳାନ ୨୦୨୩, ଛତିଶଗଡ଼ରେ ନୂଆ ଚେହେରା, ଏମ୍ପିରେ ବଦଳିବେ ମନ୍ତ୍ରୀ

ଭାଜପା ପକ୍ଷରୁ ୨୦୨୩ରେ ହେବାକୁ ଥିବା ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ଦଳର ବରିଷ୍ଠ ନେତାମାନେ ଗୁରୁବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମେତ…

ଲାଉଡସ୍ପିକରରୁ ‘ଲାଉଡ’ ଗାୟବ

କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ନମାଜ ମାଧ୍ୟମରେ ମନ୍ଦିର-ମସଜିଦ୍‌ରେ ଲାଗିଥିବା ଲାଉଡସ୍ପିକର ନିକଟରେ ପହଂଚି ସାରିଛି। ଉତ୍ତରପ୍ରଦେଶରେ ଏହି ଲାଉଡସ୍ପିକର ବିବାଦ ଜୋର ଧରିଥିଲା ବେଳେ ଯୋଗୀ ସରକାର ଏନେଇ କଡା ଆଭିମୁଖ୍ୟ ପୋଷଣ କରୁଛନ୍ତି। ଅଦ୍ୟାବଧି ଉତ୍ତରପ୍ରଦେଶର ବିଭିନ୍ନ…

ହିଟ୍‌ୱେଭକୁ ଦୃଷ୍ଟିରେ ରଖି ୩୦ ପରେ ବଢିପାରେ ସ୍କୁଲ ଛୁଟି

ରାଜ୍ୟରେ ଅସହ୍ୟ ତାତି ଦିନକୁ ଦିନ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଆହୁରି ୫ ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଦେଶର ୫ ରାଜ୍ୟକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଦିନ ବେଳା ସୂର୍ଯ୍ୟଙ୍କ ତାପ ଅଧିକ ବୃଦ୍ଧି ପାଉଥିବାରୁ…

ଶ୍ରୀମନ୍ଦିର ସୁରକ୍ଷା ରାଜନୀତି ସରିଲେ ଗୃହ କମିଟି ଗସ୍ତ କରିବ:ବାଚସ୍ପତି

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଅନେକ ବ୍ୟକ୍ତି ଅନେକ କଥା କହୁଛନ୍ତି। ସେମାନଙ୍କ ମଧ୍ୟରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ଆନ୍ଦୋଳନକୁ ଆସୁଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ଯାଇଛନ୍ତି। ସବୁ ଘଟଣା ଉପରେ ବିଧାନସଭା ଗୃହ କମିଟିର ନଜର…

କୋକା କୋଲାକୁ କିଣିପାରନ୍ତି ମସ୍କ

ବିଶ୍ୱର ଶ୍ରେଷ୍ଠ ଧନୀକ ତଥା ନିକଟରେ ଟୁଇଟରକୁ କିଣିଥିବା ଏଲନ ମସ୍କଙ୍କ ନଜର ଏବେ ମୃଦୁ ପାନୀୟ କମ୍ପାନୀ କୋକା କୋଲା ଉପରେ। ଗୁରୁବାର ସକାଳେ ସେ ଏକ ଟୁଇଟ୍‌ କରି କୋକା କୋଲାକୁ କିଣିବାର ଦେଇଛନ୍ତି ସଂକେତ। ସକାଳେ ଏକ…

ଭୁବନେଶ୍ୱରରେ ଖୋଲିଲା ଆଇ ଫରେଷ୍ଟର ଆଞ୍ଚଳିକ କାର୍ଯ୍ୟାଳୟ, ଓଡ଼ିଶା ଉପରେ ଅଧିକ ରହୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଚନ୍ଦ୍ର ଭୂଷଣ

ଓଡ଼ିଶା ଉପରେ ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ ପଡ଼ୁଛି, ବନ୍ୟା, ବାତ୍ୟା, ତାପମାତ୍ରା ବୃଦ୍ଧି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ପଡ଼ୁଛି । ଏହା ଉପରେ ଅଧିକରୁ ଅଧିକ ଗବେଷଣା ସହ ଲୋକଙ୍କୁ ଏ ଦିଗରେ ସଚେତନ କରାଇବା, ଏଭଳି…

ସୁର-ନିରଞ୍ଜନ ମୁହାଁମୁହିଁ, ବ୍ୟବସାୟିକ ଫାଇଦା ପାଇଁ ନବୀନ ନିବାସ ଯାଆନ୍ତି କଂଗ୍ରେସ ନେତା-ଜଟଣୀ ବିଧାୟକ

କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ ତାଙ୍କ ଦଳର ସଭାପତି କିଏ ହେବ ତାହାର ନିଷ୍ପତ୍ତି ନବୀନ ପଟନାୟକ ନିଅନ୍ତି ବୋଲି କହିବା ଘଟଣାରେ ଦଳ ପକ୍ଷରୁ ତାଙ୍କୁ ନୋଟିସ୍‌ କରାଯାଇଥିଲା। ଏହି ନୋଟିସ୍‌ ପାଇବା ପରେ ବିଧାୟକ ବୁଧବାର ଦିନ…