Author: Subhasmita Nayak

ହିଟ୍ ଆଣ୍ଡ ରନ୍; ୩ ନାବାଳିକା ଗୁରୁତର

ବେଲପଡ଼ା ନୁନ୍‌ହାଡ଼ ଗାଁରେ ହିଟ୍ ଆଣ୍ଡ ରନ୍ ଘଟଣା ସାମ୍ନାକୁ ଆସିଛି। ୩ ନାବାଳିକାଙ୍କ ଉପରେ ନିଶାସକ୍ତ ଢାବା ମାଲିକ କାର୍ ଚଢ଼ାଇ ଦେଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ୩ ନାବାଳିକାଙ୍କୁ ବେଲପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା…

ସିମେଣ୍ଟ ଖଣ୍ଡକୁ ପିଟିଲା ମାଲବାହୀ ଟ୍ରେନ୍‌

ସୋମବାର ରାତିରେ ରାଜସ୍ଥାନର ଆଜମେରରେ ଏକ ବଡଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି ମାଲବାହୀ ଟ୍ରେନ । ଆଜମେରର ସରାଧନା ଓ ବାଁଗଡ଼ ଗ୍ରାମ ରେଲୱେ ଟ୍ରାକ ମଝିରେ ବଡ଼ ବଡ଼ ସିମେଣ୍ଟ ଖଣ୍ଡ ରଖାଯାଇଥିଲା। ଏହାର ଓଜନ ପ୍ରାୟ ୭୦ କେଜି ବୋଲି…

ବିଦ୍ୟୁତ ଆଘାତରେ ହାତୀ ମୃତ

ବିଦ୍ୟୁତ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ବଲାଣୀ ପଞ୍ଚାୟତ ନୂଆଗାଁ ନିକଟ ଜଙ୍ଗଲରେ ଏଭଳି ଘଟଣା ଘଟିଛି। ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସୋମବାର…

କ୍ୟାନସର ଔଷଧରୁ କମିଲା ଜିଏସଟି

କ୍ୟାନସର ପାଇଁ କିଛି ଔଷଧ ଉପରେ ଜିଏସଟି ପରିମାଣ କମିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସଟି କାଉନସିଲର ୫୪ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କିଛି ଔଷଧ ଉପରେ ୧୨ରୁ ୫ ପ୍ରତିଶତକୁ ଜିଏସଟି କମିଛି। ନମକିନ ଉପରେ ୧୮ରୁ…

ବର୍ଷା ପାଇଁ ୩ ଜିଲ୍ଲାରେ ସ୍କୁଲ ଛୁଟି

ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ, ମାଲକାନଗିରି ଓ କୋରାପୁଟରେ ସ୍କୁଲ ଛୁଟି ହୋଇଛି। ପ୍ରବଳ ବର୍ଷା ଯାଗୁଁ ୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ସରକାରୀ,…

ବହୁଚର୍ଚ୍ଚିତ ସ୍ମିତାରାଣୀ ବିଶ୍ବାଳ ହତ୍ୟାକାଣ୍ଡ ରହସ୍ୟର ପର୍ଦ୍ଦାଫାସ ହେବ

ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟାକାଣ୍ଡ ରହସ୍ୟର ପର୍ଦ୍ଦାଫାସ ହେବ। ଯାଜପୁର ଜିଲ୍ଳା ହରିଦାସପୁର ଗ୍ରାମ ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ହତ୍ୟାକାଣ୍ଡ ଘଟଣାର ପୁନଃ ତଦନ୍ତ ପାଇଁ ଦାବି ଉଠିଛି। ଏ ନେଇ ବିଜେପି ନେତାମାନେ ଆଜି ନୀଳକଣ୍ଠ ନଗରସ୍ଥିତ…

ଏସସିବିରେ ଦ୍ୱିତୀୟ ଲିଭର ପ୍ରତିରୋପଣ ସଫଳ

କଟକ ଏସସିବି ମେଡିକାଲରେ ଦ୍ବିତୀୟ ଲିଭର ପ୍ରତିରୋପଣ ସଫଳତାର ଶେଷ ହୋଇଛି। ୯ ଘଣ୍ଟାର ଅପରେସନ ସଫଳ ହୋଇଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଅଞ୍ଚଳର ମାନସ ମୁଦୁଲି (୩୯)ଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇ ଯକୃତ ପ୍ରତିରୋପଣ କରାଯାଇଛି।…

ଡିସିପିଙ୍କ କାର୍ଯ୍ୟାଳୟରେ ସୁନୀତି ମୁଣ୍ଡ

ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟକୁ ଆସି ଡିସିପିଙ୍କୁ ଭେଟିଲେ ପୂର୍ବତନ ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ। ଗତ ୪ ତାରିଖରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ଯେଉଁଭଳି ଭାବେ ବ୍ୟବହାର କରାଯାଇଥିଲା ଓ ତାଙ୍କ ବିରୋଧରେ ଆସିଥିବା ଅର୍ଥ ହେରଫେର ଅଭିଯୋଗ…

ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇସୋଲେସନରେ ଥିବା ସନ୍ଦିଗ୍ଧଙ୍କଠାରେ ଏମପକ୍ସ ଭୂତାଣୁ ଚିହ୍ନଟ ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଲ୍ୟାବ୍‌ ଟେଷ୍ଟ ପାଇଁ ଯାଇଥିବା ନମୁନାରୁ ମଙ୍କିପକ୍ସ ଭୂତାଣୁ ଥିବା ସ୍ପଷ୍ଟ ହୋଇଛି…

ଭିନେଶ ଓ ବଜରଙ୍ଗଙ୍କ ଇସ୍ତଫା ଗ୍ରହଣ କଲା ରେଲୱେ

ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ରେଲୱେ ସୋମବାର କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କ ଇସ୍ତଫା ଗ୍ରହଣ କରିଛି। ଭାରତୀୟ ରେଲୱେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଖେଳାଳିଙ୍କୁ ଆଜି କିମ୍ବା ଯଥାଶୀଘ୍ର ସେମାନଙ୍କ ଦାୟିତ୍ୱରୁ ମୁକ୍ତ…