ଅହମଦାବାଦର ନାଁ ଆଦାନୀବାଦ ରଖିବାକୁ ପରାମର୍ଶ ଦେଲେ କେଟିଆର July 4, 2022 ଏଜେନ୍ସୀ : ହାଇଦ୍ରାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହାଇଦ୍ରାବାଦକୁ ଭାଗ୍ୟନଗର ଭାବେ ସମ୍ବୋଧନ କରିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି । ଭାଜପା କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାଁ ଭାଗ୍ୟନଗର କରାଯିବ ବୋଲି ମଧ୍ୟ ଦଳର ନେତାମାନେ ମତ…
ତୈଳ ସଙ୍କଟ ଯୋଗୁ ବନ୍ଦ ହେଲା ସବୁ ସ୍କୁଲ July 4, 2022 ଏଜେନ୍ସୀ : କଲମ୍ବୋ : ସାଂଘାତିକ ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଆଜି ଠାରୁ ଶ୍ରୀଲଙ୍କାରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ଏ ସମ୍ପର୍କରେ ଶ୍ରୀଲଙ୍କାର ଶିକ୍ଷାମନ୍ତ୍ରୀ ଘୋଷଣା କରିଛନ୍ତି । ଜୁଲାଇ ୪ରୁ…
ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସ୍କାମ : ପୂର୍ବତନ ପୁଲିସ କମିଶନରଙ୍କୁ ଇଡିର ସମନ July 4, 2022 ଏଜେନ୍ସୀ : ମୁମ୍ବାଇ : ବହୁ ଚର୍ଚ୍ଚିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସ୍ଇ) ସ୍କାମ ଘଟଣାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁମ୍ବାଇର ପୂର୍ବତନ ପୁଲିସ୍ କମିଶନର ସଞ୍ଜୟ ପାଣ୍ଡେଙ୍କୁ ସମନ କରିଛି । ଏହି ଦୁର୍ନୀତିରେ ତାଙ୍କ ଭୂମିକା ବିଷୟରେ ଜାଣିବା…
ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ! July 4, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ଦ୍ୱାଦଶ ରେଜଲ୍ଟ । ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି । ଚଳିତବର୍ଷ ଏପ୍ରିଲ ୨୮ ତାରିଖରେ ଯୁକ୍ତ…
ଆଜିଠୁ ଓଜେଇଇ, ୫୮ ହଜାର ପିଲା ଦେବେ ପରୀକ୍ଷା July 4, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଓଜେଇଇ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କମ୍ପୁଟର ବେସ୍ଡ ପରୀକ୍ଷା ହେବ । ଏଥିପାଇଁ ମୋଟ ୫୭, ୯୧୮ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସର୍ବାଧିକ ଲାଟେରାଲ…
ଆଜି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ July 4, 2022 ନିର୍ଭୟ ମିଡ଼ିଆ : ପୁରୀ : ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପରେ ଶ୍ରୀଜିଉ । ଜନ୍ମବେଦୀରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବର୍ଷ ପରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବହୁ ପ୍ରତୀକ୍ଷିତ ଦର୍ଶନ ମିଳୁଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି…
୧୨ ଘଣ୍ଟିଆ ତାଳଚେର ବନ୍ଦ July 4, 2022 ନିର୍ଭୟ ମିଡ଼ିଆ : ତାଳଚେର : ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ସୋମବାର ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି । ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଫଳରେ ତାଳଚେର…
ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା July 4, 2022 ନିର୍ଭୟ ମିଡ଼ିଆ : ଭଦ୍ରକ : ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜେଗଙ୍ଗାଧରପୁର ଗାଁର ବିଦ୍ୟାଧର ମାଝୀ । ଗତକାଲି ବିଦ୍ୟାଧର…
କଲଭର୍ଟରେ ପିଟି ହୋଇ ଜଳିଗଲା ବସ୍ July 4, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବସ୍ ଆଜି ସକାଳୁ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ଜଳି ଯାଇଛି । ବସ୍ଟି ଏକ କଲଭର୍ଟ ବାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ନିଆଁ ଲାଗିଯାଇଥିବା ଜଣାଯାଇଛି ।…
ଘାଟିରୁ ଖସିଲା ସ୍କୁଲ୍ ବସ୍, ଛାତ୍ରଛାତ୍ରୀଙ୍କ ସମେତ ୧୦ ମୃତ July 4, 2022 ଏଜେନ୍ସୀ : ହିମାଚଳପ୍ରଦେଶ : ସ୍କୁଲ ବସ୍ ଦୁର୍ଘଟଣା ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଛି । ବସ୍ଟି ଘାଟିରୁ ରାସ୍ତା ତଳକୁ ଖସି ପଡ଼ିଥିଲା । ଆଜି ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଘାଟିରୁ…