Author:

ଦେଶ ଛାଡ଼ି ଯାଉଥିଲେ ରାଷ୍ଟ୍ରପତିଙ୍କ ଭାଇ, ଏୟାରପୋର୍ଟରେ ମାଡ଼ି ବସିଲେ ବିକ୍ଷୋଭକାରୀ

ଏଜେନ୍ସୀ : କଲମ୍ବୋ : ଗତ କିଛି ମାସ ହେଲା ଶ୍ରୀଲଙ୍କାରେ ଜାରି ରହିଛି ଉଭୟ ଆର୍ଥିକ ଓ ରାଜନୈତିକ ସଙ୍କଟ । ଏଠାରେ ସ୍ଥିତି ପୂରା ଅଣାୟତ୍ତ ରହିଛି । ଉକ୍ରଟ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଦେଶବାସୀ…

ଦ୍ରୌପଦୀଙ୍କୁ ସମର୍ଥନ କରିବ ଶିବସେନା!

ଏଜେନ୍ସୀ : ମୁମ୍ବାଇ : ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ଶିବସେନା । ଶିବସେନାର ସାଂସଦମାନେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇପାରନ୍ତି । ମୁମ୍ବାଇରେ ଉଦ୍ଧବ ଠାକରେଙ୍କ ସହିତ ଆଲୋଚନା ବେଳେ ମୁର୍ମୁଙ୍କୁ ଭୋଟ ଦେବା…

ମାଲକାନଗିରିରେ ବର୍ଷା ବିତ୍ପାତ, ଛତିଶଗଡ଼ ଓ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଚ୍ଥିନ୍ନ

ନିର୍ଭୟ ମିଡ଼ିଆ : ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି । ଏଥିଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମୋଟୁ ସୀମାନ୍ତରେ ଥିବା ସାବାରୁ ଓ ସିଲରୁ ନଦୀରେ…

ଟ୍ରକ୍‌କୁ ପଛରୁ ପିଟିଲା ଓମ୍‌ଶାନ୍ତି ବସ୍‌; ଜଣେ ମୃତ, ୮ ଆହତ

ନିର୍ଭୟ ମିଡ଼ିଆ : ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ଟ୍ରକ୍‌କୁ ଯାତ୍ରୀବାହୀ ବସ୍‌ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାରରେ…

ଜିଅନ୍ତା ଜଳିଗଲେ ମାନସିକ ଅନଗ୍ରସର ଯୁବତୀ

ନିର୍ଭୟ ମିଡ଼ିଆ : କଟକ : ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଗଲେ ମାନସିକ ଅନଗ୍ରସର ଯୁବତୀ । କଟକ ସୂତାହାଟ ଖ୍ରୀଷ୍ଟିଆନ ସାହିରେ ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଅଗ୍ନିକାଣ୍ଡ । ନିଆଁ କ୍ଷିପ୍ର ବେଗରେ ଚାରି ଆଡ଼କୁ ମାଡ଼ି ଯାଇଥିବା…

ଆର୍‌ଏସ୍‌ଏସ୍‌ ଅଫିସରେ ବୋମାମାଡ଼

ଏଜେନ୍ସୀ : ଥିରୁଭନନ୍ତପୁରମ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତଥା ଆରଏସ୍‌ଏସ୍‌ ଅଫିସରେ ବୋମାମାଡ । କେରଳର କୁନ୍ନୁର ଜିଲ୍ଲାରେ ଥିବା ଆର୍‌ଏସ୍‌ଏସ୍‌ ଅଫିସରେ ଏଭଳି ବୋମାମାଡ ହୋଇଛି । ଯାହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।…

ଲାଇଭ୍‌ ରିପୋର୍ଟିଂ ବେଳେ ରାଗିଗଲେ ସାମ୍ବାଦିକା, ନାବାଳକକୁ ପିଟିଲେ

ଏଜେନ୍ସୀ : ଇସଲାମାବାଦ : ରିପୋର୍ଟିଂ ବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଲେ ସାମ୍ବାଦିକା । ଏପରିକି କ୍ୟାମେରା ସମ୍ମୁଖରେ ପିଟୁସି ଦେବା ସରୁ ସରୁ ପାଖରେ ଛିଡ଼ା ହୋଇଥିବା ଜଣେ ନାବାଳକଙ୍କ ଗାଲରେ ବଜାଇଦେଲେ ଚଟକଣି । ଏହାର…

ଆଖି ବୁଜିଲା ଦେଶର ସବୁଠୁ ବୟସ୍କ ବାଘ ‘ରାଜା’

ଏଜେନ୍ସୀ : କୋଲକାତା : ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’ । ‘ରାଜା’ ରୟାଲ ବେଙ୍ଗଲ ଟାଇଗର ହୋଇଥିବା ବେଳେ ତାକୁ ଭାରତର ସବୁଠୁ ବୟସ୍କ ବାଘ ବୋଲି ବିବେଚନା କରାଯାଇଥାଏ । ମୃତୁ୍ୟ ବେଳକୁ ତାକୁ…

କହ୍ନେୟା ଲାଲଙ୍କ ହତ୍ୟାକାରୀଙ୍କୁ ଛାଡ଼ିବାକୁ ଫୋନ୍‌ କରୁଥିଲେ ଭାଜପା ନେତା

ଏଜେନ୍ସୀ : ଉଦୟପୁର : ଗତ ଜୁନ୍‌୨୮ ତାରିଖରେ ରାଜସ୍ଥାନର ଉଦୟପୁରରେ କହ୍ନେୟା ଲାଲ ନାମକ ଟେଲରଙ୍କୁ ଅତି ନିର୍ମମ ଭାବେ ୨ ମୁସଲିମ ଯୁବକ ଗଳା କାଟି ହତ୍ୟା କରିଥିଲେ । ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା…

ଉତ୍ତରାଖଣ୍ଡ କଂଗ୍ରେସରେ ହାଇଡ୍ରାମା; ୩ ନେତା ଏଏପିରେ ସାମିଲ

ଏଜେନ୍ସୀ : ଡେରାଡୁନ୍‌ : ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ହାଇଡ୍ରାମା । ମହାରାଷ୍ଟ୍ରର ହାଇଡ୍ରାମା ପରେ ଗୋଆ କଂଗ୍ରେସ କଳି ପଦାକୁ ଆସିଥିଲା । ଏବେ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ସମାନ ଚିତ୍ର ।…